Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସୁନା ଦୋକାନରେ ଓଜନ ଏବଂ ମାପ ବିଭାଗର ଚଢ଼ାଉ

1 min read

ରାଉରକେଲା: ସହରର ଵିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ରାଜ୍ୟ ଓଜନ ଏବଂ ମାପ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ବିଶେଷ କରି ସହରରେ ଥିବା ସ୍ବର୍ଣ୍ଣ ଅଳଙ୍କାର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି ଗ୍ରାହକ ମାନଙ୍କୁ ସଠିକ ଓଜନର ଅଳଙ୍କାର ଦେଉଛନ୍ତି କି ନାହିଁ ତାର ଯାଞ୍ଚ କରାଯାଇଛି
ଭୁବନେଶ୍ବରରୁ ଆସିଥିବା ଟିମ ଏବଂ ରାଉରକେଲା ଓଜନ ମାପ ବିଭାଗ ପକ୍ଷରୁ ଏହି ଚଢ଼ାଉ ଜାରି ରହିଛି । ରବିବାର ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି । ସହର ତଥା ସେକ୍ଟର ଅଞ୍ଚଳରେ ଯାଞ୍ଚକୁ ନେଇ କୋକୁଆ ଭୟ ଦେଖାଯାଇଥିଲା । ସହରର ପ୍ରତିଷ୍ଠିତ ଦୋକାନ ଗୁଡିକରେ ମଧ୍ୟ ଚଢ଼ାଉ ହୋଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *