Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁରୀ, ୦୩/୦୧:(ସଖପ୍ର) ପୁରୀ ଜିଲ୍ଲା ବଲଙ୍ଗା ଥାନାର ଏଏସଆଇ ଚିତ୍ତରଞ୍ଜନ ଦାସଙ୍କୁ ଗିରଫ କରାଯାଇଛି। ଏକ ଦୁଷ୍କର୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଜଣେ...

ରାୟଗଡାଜିଲ୍ଲା:୦୩/୦୧ (ସଖପ୍ର) ରାୟଗଡା ଜେ,କେ କାଗଜ କଳର ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ ଜରିଆରେ ଓ ନବାଡ୍ ଭୁବନେଶ୍ୱରର ମିଳିତ ସହାୟତାରେ ସ୍ପର୍ଶ ସାମାଜିକ ଅନୁଷ୍ଠାନ ଦ୍ୱାରା...

1 min read

ଭୁବନେଶ୍ୱର : ରାଜ୍ୟରେ ଗୁଟ୍‌ଖା ନିଷେଧାଦେଶକୁ ୭ ବର୍ଷ ପୂରିବ। ୨୦୧୩ ମସିହା ଜାନୁଆରି ୩ ତାରିଖରେ ରାଜ୍ୟ ସରକାର ଗୁଟ୍‌ଖା ଓ ନିକୋଟିନ୍‌ ଯୁକ୍ତ ପାନମସଲାକୁ...

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି -୧୨୬ ଗାଁ ର ଜଣଙ୍କ ଘରେ ଗୋଟିଏ କୁଟୁରା ପଶିଯାଇଥିଲା | କୁଟୁରାଟି କ୍ଷତବିକ୍ଷତ ହୋଇଥିଲା...

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ଦେବ ନାରାୟଣ ପଣ୍ଡା କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସାରା ଜିଲ୍ଲାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି...

ସାଲେପୁର:୩୦/୧୨(ଏନ୍ ପୁରୁଷୋତ୍ତମ ରେଡି) ଆଜି ସାଲେପୁର ସ୍ଥିତ ମଧୁମଣ୍ଡପ ଠାରେ ସାଲେପୁର ବ୍ଲକ୍ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲାର ବିଜେପି ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର...

ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ଆଇ ଏ ଏସ ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍ସ ଦ୍ୱାରା ଗିରଫ।ଏକ ବିଲ ପାସ କରାଇବା ପାଇଁ ଏକ ଲକ୍ଷ...

1 min read

ବାଲେଶ୍ଵର,୨୬-୧୨--ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ୟୁକ ବ୍ଯାଙ୍କଠାରୁ ତୋରାଣିପଦା ଛକ ଆଡକୁ ଯାଇଥିବା ପାନୀୟ ଜଳ ପାଇପ ବିଛା କାର୍ଯ୍ୟ ଶେଷ ହେବା ପୂର୍ବରୁ ପାଇପରୁ...

1 min read

ପୁରୀ: ୨୮/୧୨: ପୁଣ୍ୟଧାମ ପୁରୀ ନିକଟସ୍ଥ ଚନ୍ଦ୍ରଶେଖର ପୁର ପାଠାଗାରଠାରେ ଅନୁଷ୍ଠିତ ଟିକିତାରାର ବାର୍ଷିକ ଉତ୍ସବରେ କେନ୍ଦୁଝର ହାଟଡିହୀ ବ୍ଲକ୍ ଜମ୍ଭରା ଗ୍ରାମର ନାରାୟଣ ଚନ୍ଦ୍ର ସେନାପତି...

ମାଲକାନଗିରି :ମାଲକାନଗିରି ଜିଲ୍ଲା ଖଇରପୁଟ ବି ଡି ଓ ଙ୍କୁ ବଦଳି ପାଇଁ ସେଠାକାର ଜନପ୍ରତିନିଧି ଓ ଗ୍ରାମବାସୀ ମିଶି ବ୍ଲକରେ ତାଲା ପକାଇଥିଲେ ଓ ଧାରଣାରେ...

ମାଲକାନଗିରି :ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଶୀରାଗୁଡା ଗ୍ରାମରେ ଏକ ସଭାର ଆୟୋଜନ କରାଯାଇଥିଲା |ଏହା ଜିଲ୍ଲାର କମାର ସମାଜ ତରଫରୁ ଆୟୋଜନ କରାଯାଇଥିଲା |ଏଥିରେ ମୁଖ୍ୟ...

1 min read

ଭୁବନେଶ୍ୱର ୨୯/୧୨: ଜାତି ପ୍ରମାଣପତ୍ର ହେଉ ଅଥବା ସଲ୍‌ଭେନ୍‌ସି । ଏଣିକି ଆଉ ତହସିଲ୍‌ ଅଫିସ ଦୌଡ଼ି ନୟାନ୍ତ ହେବାକୁ ପଡ଼ିବନି। ନୂଆବର୍ଷ ଭେଟି ସ୍ୱରୂପ ଏସବୁ...

କୋରାପୁଟଜିଲ୍ଲା:(ସଖପ୍ର) କୋଟପାଡ଼ ବ୍ଲକରେ ସି.ଆର.ସି.ସି ନିଯୁକ୍ତିରେ ହୋଇଥିବା ଅନିୟମିତତା ଏବଂ ଦୁର୍ନୀତି ଅଭିଯୋଗ ଦାଣ୍ଡରେ ପଡି ହାଟରେ ଗଡୁଛି।ଏହି ବିଷୟରେ କିଛି ଖବର କାଗଜ ରେ ପ୍ରକାଶିତ...

ମାଲକାନଗିରି :ମାଲକାନଗିରି ଜିଲ୍ଲା ର ପଡିଆ ବ୍ଲକ ଅନ୍ତର୍ଗତ ଧରମପାଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଠପ ହୋଇ ଯାଇଛି |ଖବର ନେବାରୁ ଜଣାପଡିଛି ଯେ...

ମାଲକାନଗିରି :ଜାତୀୟ ସ୍ତରରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଥିଲେ |ନୂଆଦିଲ୍ଲୀ ରେ ଜାତୀୟ ସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାଗ ନେଇ...