Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଚାଲାଣଗୁଡାରେ ଧାନମଣ୍ଡି ଉଦଘାଟନ…

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାର ପ୍ରଥମ ଧାନମଣ୍ଡି କୋରୁକୋଣ୍ଡା ବ୍ଲକର ଚାଲାଣଗୁଡାଠାରେ ଉଦଘାଟନ କରାଯାଇଛି |ଉଦଘାଟନ ଉତ୍ସବରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲ, ଉପଜିଲ୍ଲାପାଳ ବୀରେନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପୋଡ଼ିଆମୀ, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଓ ଆର ଏମ ସି ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ |ଜିଲ୍ଲାପାଳ ସମସ୍ତ ଚାଷୀଙ୍କୁ ଟୋକେନ ନେଇ ଧାନ ଆଣିବାକୁ ପରାମର୍ଶ ଦେଇଥିଲେ ଓ ଅସାଧୁ ଉପାୟ ଅବଲମ୍ବନ କରିବାକୁ ବାରଣ କରିଥିଲେ |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *