November 18, 2025

Sabubarga Khabar

All category news

ସ୍ବର୍ଗତ ପାରଳାଖେମୁଣ୍ଡି ମହାରାଜା ଶ୍ରୀ ଗୋପୀନାଥ ଗଜପତିଙ୍କ ପରିବାରଙ୍କୁ ସମବେଦନା

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ସ୍ବର୍ଗତ ପାରଳା ମହାରାଜା ଶ୍ରୀ ଗୋପୀନାଥ ଗଜପତି ଙ୍କ ଶୋକ ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନାଥ ସାରକା, ଉପଦେଷ୍ଠା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରୀ ସୁଧୀର ଦାସ,ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଜିଲ୍ଲାସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ
ପୂର୍ବତନ ବ୍ଲକ ଅଧକ୍ଷ୍ୟ ଶ୍ରୀ ଅଶ୍ୱିନୀ ଗମାଙ୍ଗ
ଶ୍ରୀମୁନା ପାଣି ,ଶ୍ରୀ ଗୋଦାବରୀ ରାଉତ,ଶ୍ରୀ କୁନା ପାଣିଗ୍ରାହିଁ ଦାସ ପ୍ରମୁଖ ଉପସ୍ଥିତ ରହି ରାଜ ପରିବାର ଓ କଲ୍ୟାଣୀ ଦେବୀଙ୍କୁ ସମବେଦନା ଜଣାଇବା ସହିତ ଆତ୍ମା ରେ ସଦଗତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.