Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଶୈବ ପୀଠରେ ମାଂସ ରାନ୍ଧି ଖାଇବା କେତେ ଯୁକ୍ତି ଯୁକ୍ତ ?

1 min read

କୋରାପୁଟଜିଲ୍ଲା : ସାରା ରାଜ୍ୟରେ ଗୁପ୍ତେଶ୍ୱର ଶୈବ ପୀଠ ଅତି ପ୍ରସିଦ୍ଧ |ଆଖପାଖ ରାଜ୍ୟରୁ ମଧ୍ୟ ବହୁତ ଲୋକ ପ୍ରତିଦିନ ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି |ଲୋକଙ୍କ ଆସ୍ଥା ବାବାଙ୍କ ଉପରେ ଅଛି |ହଜାର ହଜାର ଭକ୍ତ ମାନସିକ କରି ନିଜର ମନସ୍କାମନା ପୂର୍ଣ୍ଣ କରୁଛନ୍ତି |

କିନ୍ତୁ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ କେତେଜଣ ଭଦ୍ର ବ୍ୟକ୍ତି ବାବା ଗୁପ୍ତେଶ୍ୱରଙ୍କୁ ଦର୍ଶନ କରିବାକୁ ଆସି ମନ୍ଦିରରୁ ଅନତି ଦୂରରେ ମାଂସ ଓ ମଦ ସେବନ କରି ପରିବେଶକୁ ଦୂଷିତ କରୁଛନ୍ତି |ତୃପ୍ତି ନାମକ ବସରେ ଏମାନେ ଏଠାକୁ ଆସିଥିଲେ |ଏପରି ଭଦ୍ରବ୍ୟକ୍ତିମାନଙ୍କୁ ଆମେ କଣ କହିବା ?

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *