Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରିର ସଙ୍ଗଠନ ଏମ ୟୁ ଜେ ତରଫରୁ ଉଦବେଗ ପ୍ରକାଶ…

1 min read

ମାଲକାନଗିରି : କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ନିରଞ୍ଜନ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଛନ୍ତି |ମୁଖ୍ୟମନ୍ତ୍ରୀ ବଳଦେବଜୀଉ ମନ୍ଦିରର ଉନ୍ନତି ପାଇଁ ୮. ୫ କୋଟି ଟଙ୍କା ଘୋଷଣା କରିବାପରେ ଶ୍ରୀ ମହାନ୍ତିଙ୍କ ବାଇଟ ନେବା ପାଇଁ ସେ ଯାଇଥିବା ସମୟରେ ଏପରି ଅଭଦ୍ରାମୀର ଶିକାର ହୋଇଥିଲେ |ସାରା ରାଜ୍ୟର ସାମ୍ବାଦିକ ସଂଗଠନ ଏହାକୁ ବିରୋଧ କରିଛନ୍ତି |ଏହି କ୍ରମରେ ମାଲକାନଗିରିର ସଂଗଠନ ଏମ ୟୁ ଜେ ର ସମସ୍ତ ସଦସ୍ୟ ଏହାକୁ ବିରୋଧ କରିଛନ୍ତି ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଦାବୀକରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *