ଜୟପୁର ଓକିଲ ସଂଘର ନିର୍ବାଚନ ଫଳାଫଳ
1 min readଜୟପୁର (ସଖପ୍ର): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୮ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ଏବଂ ଅପରାହ୍ନ ୪ ଟା ପରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଆଜିର ଜୟପୁର ବାର୍ ନିର୍ବାଚନରେ ସଭାପତି , ଉପସଭାପତି, ଏବଂ ସମ୍ପାଦକ ପଦବୀ ପାଇଁ ଭୋଟ ଗ୍ରହଣ ହୋଇଥିଲା। ସଭାପତି ଭାବେ ବିରେଶ୍ ପଟ୍ଟନାୟକ ବିଜୟୀ ଲାଭ କରିଥିବା ବେଳେ ଉପସଭାପତି ଭାବେ ସହଦେବ ପଟ୍ଟନାୟକ, ଏବଂ ସାଧାରଣ ସମ୍ପାଦକ ଭାବେ ଶରତ ( ପିଣ୍ଟୁ ) ମାଝୀ ବିଜୟୀ ଲାଭ କରିଛନ୍ତି। ସେପଟେ ଅନ୍ୟ ସମସ୍ତ ପଦବୀରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଜୟପୁର ସ୍ଥିତ ଓକିଲ ସଂଘ ତରଫରୁ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
An interesting discussion is definitely worth comment. I do believe that you should publish more about this subject, it may not be a taboo matter but typically people dont discuss these subjects. To the next! Many thanks!!
Can I just say what a comfort to uncover an individual who genuinely knows what they are talking about on the web. You certainly realize how to bring an issue to light and make it important. More and more people need to check this out and understand this side of your story. Its surprising you arent more popular since you surely possess the gift.