Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

ମାଲକାନଗିରିଜିଲ୍ଲା୧୩/୦୩(ସଖପ୍ର): ଜିଲ୍ଲାର ତମସାଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରରେ ଭାରତର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଅନୁସୂଚିତ ଜାତି ଓ ଜନଜାତି ପ୍ରତି ନୃସଂଶ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଯୁବ ରେଡକ୍ରସର ଆବାହକ ତଥା ସମ୍ପାଦକ ଡ ରଞ୍ଜନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଯୋଜନା ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅତ୍ୟାଚାର ଅମରେଶ ନାୟକ , ସହକାରୀ ବନ ସଂରକ୍ଷକ ଶ୍ରୀକାନ୍ତ ଅନୁସୂଚିତ ନାୟକ , ଗୋଷ୍ଠୀ ଉନ୍ନୟନ ଅଧୁରୀ ଅଜୟ କୁମାର ଜାତି ପ୍ରଧାନ , ତହସିଲଦାର ଡ , ଗୁଣନିଧୁ ନାୟକ , ଜିଲ୍ଲା ଶ୍ରମ ଅଧିକାରୀ ମଦନ ମୋହନ ପାଇକ , ଉପ ଆରକ୍ଷୀ ଅଧ୍ୟାପକ ବଳଭଦ୍ର ଦୀପ , ଉତ୍କଳ ସମ୍ମିଳନୀର ସଭାପତି ପ୍ରକାଶ ଚନ୍ଦ୍ର ପଟ୍ଟନାୟକ , ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ଦୀନବନ୍ଧୁ ଦାସ , ସରପଞ୍ଚ ସୁଜାତା ନାୟକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଷ୍ଣୁ ତ୍ରିପାଠୀ ଯୋଗ ଦେଇ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୂମିକା , ସ୍ୱାଧୁତା ସଂଗ୍ରାମରେ ଭାରତର ଐତିହ୍ୟ ଓ ପରାମ୍ପରା , ଶ୍ରମିକ କଲ୍ୟାଣ ଯୋଜନା , ଆଦିବାସୀ ହରିଜନଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ଥିବା ନିୟମ , ଭାରତର ସମ୍ବିଧାନ ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ଭୂମିକା , ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା , ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା , ଜଙ୍ଗଲ ନିୟମ ଓ ନାଗରିକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।

ଗଣେଷ ଚନ୍ଦ୍ର ପଟ୍ଟନାୟକ ପ୍ରତିନିଧି ମାଲକାନଗିରି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *