Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତିଙ୍କ ତାଲିକା, ତାଲିକାରେ ସ୍ଥାନ ପାଇଲେ 19 ନୂଆ ମୁହଁ

1 min read

ଭୁବନେଶ୍ୱର:(ସଖପ୍ର) ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତିଙ୍କ ତାଲିକା । ଘୋଷଣା ହୋଇଥିବା ତାଲିକାରେ 33 ଜଣଙ୍କୁ ସଭାପତି ପଦ ପାଇଁ ମନୋନୀତ କରାଯାଇଥିବା ବେଳେ 14 ଜଣ ପୁରୁଣା ସଭାପତିଙ୍କୁ ପୁଣି ଥରେ ସଭାପତି କରାଯାଇଥିବା ବେଳେ 19 ଜଣ ନୂଆ ମୁହଁଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ଦିଆଯାଇଛି ।
ଭୁବନେଶ୍ୱର- ଅନନ୍ତ ନାରାୟଣ ଜେନା
ଖୋର୍ଦ୍ଧା- ବିଭୂତି ଭୂଷଣ ବଳବନ୍ତରାୟ
ଅନୁଗୁଳ- ମହେନ୍ଦ୍ର ବସ୍ତିଆ
ବାଲେଶ୍ୱର- ରବୀନ୍ଦ୍ର ଜେନା
ବରଗଡ- ବିଜୟ ରଞ୍ଜନ ସିଂ ବରିହା
ଭଦ୍ରକ- ଜଗନ୍ନାଥ ସ୍ୱାଇଁ
ବଲାଙ୍ଗୀର- ଟୁକୁନି ସାହୁ
ବୌଦ୍ଧ- ମହିଧର ରଣା
କଟକ- ଦେବାଶିଷ ସାମନ୍ତରାୟ
ଦେବଗଡ- ରୋମାଞ୍ଚ ବିଶ୍ୱାଳ
ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ
ଗଜପତି- ପ୍ରଦୀପ ନାୟକ
ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଯାଜପୁର- ସରୋଜ ମହାପାତ୍ର
ଝାରସୁଗୁଡା- କିଶୋର ମହାନ୍ତି
କଳାହାଣ୍ଡି- ପୁଷ୍ପେନ୍ଦ୍ର ସିଂଦେଓ
କନ୍ଧମାଳ- ସରୋଜ କର୍ଣ୍ଣ
କେନ୍ଦ୍ରାପଡା- ଉତ୍କଳ କେଶରୀ ପରିଡା
କେନ୍ଦୁଝର- ମାଧବ ସର୍ଦ୍ଧାର
କୋରାପୁଟ- ଇଶ୍ୱର ପାଣିଗ୍ରାହୀ
ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା
ପୁରୀ- ମହେଶ୍ୱର ମହାନ୍ତି
ମୟୁରଭଞ୍ଜ- ସୁଦାମ ମାରାଣ୍ଡି
ମୟୂରଭଞ୍ଜ ସଦର- କାଶୀନାଥ ହେମ୍ୱ୍ରମ
ନବରଙ୍ଗପୁର- ରମେଶ ମାଝୀ
ନୟାଗଡ- ରମେଶ ବେହେରା
ନୂଆପଡା- ମନୋଜ ମିଶ୍ର
ରାୟଗଡା- ସୁଧୀର ଦାସ
ରାଉରକେଲା- ସାରଦା ନାୟକ
ସମ୍ୱଲପୁର- ସିର୍ଦ୍ଧାଥ ଦାସ
ସୁବର୍ଣ୍ଣପୁର- ସରୋଜ କମ୍ପ
ସୁନ୍ଦରଗଡ- ବିନୟ ଟପ୍ପୋ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *