Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଇରପୁଟ ମେଡିକାଲରେ ନୂଆ ଆମ୍ବୁଲାନ୍ସ ସେବା…

1 min read

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏକ ମାଓ ଉପଦ୍ରୁତ ବ୍ଲକ ହେଉଛି ଖଇରପୁଟ |ଏଠାରେ କେବେ ରୋଗୀ ଭାରରେ ଆସନ୍ତି ତ କେବେ ସାଇକଲରେ ବୁହା ହୁଅନ୍ତି |ଖଇରପୁଟ ଅଞ୍ଚଳବାସୀ ବାରମ୍ବାର ଆମ୍ବୁଲାନ୍ସ ପାଇଁ ଦାବି କରୁଥିଲେ |ଏହାକୁ ବହୁତ ଦିନ ପରେ ସରକାର ଶୁଣିଛନ୍ତି |ଆଜି ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା ଖଇରପୁଟ ମେଡିକାଲରେ ପହଂଚି ଆମ୍ବୁଲାନ୍ସ ସେବାକୁ ଲୋକାର୍ପିତ କରିଥିଲେ |ଖଇରପୁଟବାସୀ ଏଥିପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *