ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପ୍ରଦୂଷଣ ଦୂର ପାଇଁ ବିକାଶର ବାର୍ତ୍ତା ନେଇ ସାଇକେଲ ଆରୋହୀ ଦଳ ଭୁବନେଶ୍ୱରରୁ କୋରାପୁଟ
ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ବର୍ତ୍ତମାନ ପରିବେଶ ଖରାପ ହେବାରେ ଲାଗିଛି ତେଣୁକରି ଏହାକୁ ଦୂର କରିବାସାଙ୍ଗକୁ ଓଡିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ବାର୍ତ୍ତା ନେଇ ଏକ ସାଇକେଲ ଆରୋହୀ ଦଳ ଗତ ୮/୧୨ ରେ ଭୁବନେଶ୍ୱରରୁ ବାହାରି କୋରାପୁଟ ପହଞ୍ଚି ପୁଣିଥରେ ଭୁବନେଶ୍ୱର ଅଭିମୁଖେ ଦୀର୍ଘ ୧୩୦୦କିଲୋମିଟର ଯାତ୍ରା କାରିବା ପାଇଁ ଏକ ଦଳ ରାୟଗଡା ସହରରେ ପହଂଚି ଥିଲେ।
ଏହି ଦଳକୁ ରାୟଗଡା ଉପଜ଼ିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ ଶ୍ରୀ ଟୁଟୁ ବାରିକ ଇମ୍ଫା କାରଖାନାର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶକ୍ତି ପାଣିଗ୍ରାହୀ ସ୍ୱାଗତ କରିଥିଲେ ଓ ଏହାପରେ ସହର ଉପଖଣ୍ଡରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଏହି ସମ୍ପର୍କରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜ଼ିଲ୍ଲାପାଳ ପ୍ରଧାନ ପି ଏ ଆଇ ଟି ଡି ଏ ବାରିକ ଇମ୍ଫା ଲୋକସମ୍ପର୍କ ଅଧିକାରୀ ପାଣିଗ୍ରାହୀ ଓ 30ଜଣ ସାଇକେଲ ଆରୋହୀ ଦଳ ଯୋଗ ଦେଇଥିଲେ।
ସାଇକେଲ ଚାଳନା ଦ୍ୱାରା ସ୍ୱାସ୍ଥ୍ୟ ରକ୍ଷା ସହିତ ପରିବେଶ ସୁରକ୍ଷା ଓ ଗ୍ଲୋବେଲ ୱାର୍ମିଙ୍ଗ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସଚେତନତା କରାଇଥିଲେ ଓ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ କରିବା ସାଙ୍ଗକୁ ଯେଉଁ ପର୍ଯ୍ୟଟନ କ୍ଷେତ୍ର ଲୁକାୟିତ ଅବସ୍ଥାରେ ଅଛି ତାହାକୁ ଲୋକ ଲୋଚନକୁ ଆଣିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ଟିମ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଭୁବନେଶ୍ୱରରୁ ବାହାରିଥିବା ଏହି ସାଇକେଲ ଆରୋହୀ ଦଳ କୋଣାର୍କ ସାତପଡ଼ା ପୁରୀ ଛତ୍ରପୁର ପାରଳାଖେମୁଣ୍ଡି ଦେଇ ଗୁଣୁପୁର, ପରେ ରାୟଗଡାରେ ପହଂଚି ଥିଲେ।
ରାୟଗଡାରୁ କୋରାପୁଟ ଅଭିମୁଖେ ଯାତ୍ରା କରି ଗତ ୧୪/୧୨ରେ ଦେଓମାଳୀ ପର୍ବତ ସାଇକେଲରେ ଛାଡିଥିଲେ ଓ ଆଜି ୧୫/୧୨ ରେ କୋରାପୁଟରୁ ପ୍ରତ୍ୟାବର୍ତନ କରି ରାୟଗଡା ଦେଇ ମୁନିଗୁଡାରେ ରାତ୍ରି ଯାପନ କରି ଆସନ୍ତା କାଲି ୧୬/୧୨ରେ କନ୍ଧମାଳ ଜ଼ିଲ୍ଲାର ବେଲଘର ପାହାଡ଼ଚଢି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। ଆନ୍ତର୍ଜାତିକ ସାଇକେଲ ଚଲାଳୀ ଯୋଗୀନ୍ଦ୍ର ସିଂ ସୁଧୀର ଦାସ ପୁରୀ ଓ ଟି ଭି ପ୍ରତିନିଧି ମଧୁସୂଦନ ମିଶ୍ର, ମିତ୍ର ଭାନୁ ନାୟକଙ୍କ ସମତେ ତିନି ଜଣ ମହିଳା ଏହି ସାଇକେଲ ଯାତ୍ରାରେ ସାମିଲ ରହିଥିଲେ।
Support small business even when it should be multiple small businesses to cowl your fleet throughout states or nations.
We handle print as a enterprise process, making it more environment friendly and price
efficient. Here, selecting a pioneer in the sphere
can outcome into extra effectivity and less downtime ultimately.
This phenomenon is most evident in the field
of IT consulting and companies trade where an increasing number of people are realizing the
advantage of managed IT companies. That is what we
do; and our providers and solutions will value you no
more than every other Service Provider available in the market.
Research exhibits that altogether five totally different pricing methods exist in the present market and users depending on their needs and requirement
opt for these services. I for one have quoted a number of software’s that enable end customers weekly printing volumes to be capped
or restricted to monochrome solely. Managed printing
is a rising trend amongst the very best and most productive companies around the country for its potential to not solely cut back prices but additionally enhance the best way data is shared
and saved. Need a Managed Print Services Program? https://www.newchartertech.com/
naturally like your website however you have
to take a look at the spelling on quite a few of your posts.
Many of them are rife with spelling problems and I find
it very bothersome to inform the reality however I’ll definitely come again again.
delta 8 THC for sale area 52 – delta 8 THC for sale area 52
delta 8 THC for sale area 52 – Area 52 Delta 8 THC
Area 52 Delta 8 THC – buy delta 8 THC area 52
buy delta 8 THC area 52 – area 52 delta 8 THC products
delta 8 area 52 – buy delta 8 THC area 52
Excellent blog right here! Also your site quite a bit up very
fast! What web host are you the use of? Can I get your affiliate
hyperlink to your host? I want my website loaded up as fast
as yours lol
Area 52 Delta 8 THC – Area 52 Delta 8 THC
Area 52 Delta 8 THC – delta 8 area 52
delta 8 carts Area 52 – delta 8 area 52
buy delta 8 THC area 52 – delta 8 area 52
delta 8 area 52 – Area 52 delta 8 carts
Wow, that’s what I was searching for, what
a material! present here at this website, thanks admin of this site.
We are a gaggle of volunteers and starting a
brand new scheme in our community. Your site provided us with helpful information to work on. You’ve
performed a formidable task and our entire community
might be grateful to you.
Look into my web page: delta 8 carts (area52.com)
buy plaquenil usa order plaquenil for sale
buy plaquenil usa buy generic hydroxychloroquine online
Good blog post. I certainly appreciate this site. Stick with it!
hydroxychloroquine tablets buy http://hydroxychloroquinex.com/
generic plaquenil 200 mg plaquenil 200mg hydroxychloroquine generic names
generic plaquenil online order plaquenil buy generic plaquenil online
hcq online sale buy plaquenil over the counter
It’s great that you are getting ideas from this post as well as from our
discussion made here.
xfl4ao