Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର

1 min read

ଥିରୁଭାନନ୍ତପୁରମ,୧୪।୧୦: ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର ପ୍ରାଞ୍ଜଳ ପାଟିଲ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ଉଲ୍ଲାସନଗର ନିବାସି ପ୍ରାଞ୍ଜଳ କେରଳ କ୍ୟାଡରରେ ନିଯୁକ୍ତ ହେବାରେ ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର। ଏବେ ସେ ଥିରୁଭାନନ୍ତପୁରମର ସବ୍‌ କଲେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ପିଲାଦିନୁ ତାଙ୍କର ଦୃଷ୍ଟି ଶକ୍ତି କମ୍‌ ଥିବା ବେଳେ ମାତ୍ର ୬ ବର୍ଷ ବୟସରେ ସେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ହେଲେ ତାଙ୍କର ଦୃଢ ଇଚ୍ଛାଶକ୍ତି ବଳରେ ସେ ଆଜି ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ହେବାର ଗୌରବ ଲାଭ କରିଛନ୍ତି।

ସବୁବର୍ଗ ଖବର

1 thought on “ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର

  1. A payday cash loan is often a style of not permanent credit where some financial institution will stretch high-interest credit history determined by your revenue. Their major is normally a portion of your next paycheck. Pay day loans cost substantial percentage of interest pertaining to immediate fast credit score. They have also been generally known as payday loans or perhaps look at upfront money paydayiiiloans paydayiiiloans.com.

Leave a Reply

Your email address will not be published. Required fields are marked *