Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଓ ନେତା ରମାନ୍ନା ହୃଦଘାତରେ ମୃତ୍ୟୁ, ଦୁର୍ବଳ ହେବ ମାଓ ସଂଗଠନ…

1 min read

ମାଲକାନଗିରି : ହାର୍ଡକୋର ମାଓବାଦୀ ରମନ୍ନାର ମୃତ୍ୟୁର ସ୍ପଷ୍ଟୀକରଣ କଲେ ମାଓବାଦୀ । ୧ କୋଟି ୪୦ ଲକ୍ଷ ଟଙ୍କାର ଇନାମୀ ମାଓବାଦୀ ନେତା ଓ ଦଣ୍ଡକାରଣ୍ୟ ସ୍ପେସିଆଲ ଜୋନାଲ କମିଟିର ସଚିବ ରମନ୍ନାଙ୍କ ଏକ ରୋଗ କାରଣରୁ ମୃତ୍ୟୁ ହୋଇଥିବା କଲେ ସ୍ପଷ୍ଟୀକରଣ । ୭ ଡିସେମ୍ବର ୨୦୧୯ ରାତି ୧୦ ଟା ସମୟରେ ତେଲେଙ୍ଗାନା ଓ ଛତିଶଗଡ଼ ର ସୀମାରେ ମାଓନେତା ରମନ୍ନାଙ୍କ ମୃତ୍ୟୁ ହୋଇଥିଲା ।ଏହା ଦ୍ୱାରା ମାଓ ସଂଗଠନ ଦୁର୍ବଳ ହେବ ବୋଲି ମାଓ ସମୀକ୍ଷକ ମତ ପ୍ରକାଶ କରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *