Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଷ୍ଟେସନରୁ ଗଞ୍ଜେଇ ଜବତ, ୨ ଗିରଫ

1 min read

ରାୟଗଡଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ୨୦/୧୦/୧୯ ରାୟଗଡା ଷ୍ଟେସନରୁ ରେଳ ପୁଲିସ୍‌ ବଳ (ଆରପିଏଫ୍‌) ଦୁଇ ଗଞ୍ଜେଇ ମାଫିଆ ଧୀରେନ୍ଦ୍ର ଅହିରୱାଲ୍‌, ଶିବରାମ ପ୍ରଧାନଙ୍କୁ ଗିରଫ କରିଛି । ଉଭୟଙ୍କ ନିକଟରୁ ପୁଲିସ୍‌ ୨୧ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଆରପିଏଫ୍‌ ଇନସପେକ୍ଟର୍‌ ଡି. ଏନ୍‌. ତ୍ରିଲୋକ୍‌ ସୂଚନା ଦେଇଛନ୍ତି । ଗିରଫ ଧୀରେନ୍ଦ୍ରର ଘର ମଧ୍ୟପ୍ରଦେଶ ଓ ଶିବରାମର ଘର ଗଂଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଆଜି ସକାଳେ ଧୀରେନ୍ଦ୍ର ଓ ଶିବରାମ ଏକ ବ୍ୟାଗରେ ୨୧ କେଜି ଗଞ୍ଜେଇ ଧରି ରାୟଗଡା ଷ୍ଟେସନରେ ପହଞ୍ଚିଥିଲେ । ରାଉରକେଲା ଯିବା ପାଇଁ ୧ ନଂ ପ୍ଲାଟଫର୍ମରେ ଉଭୟେ ଅପେକ୍ଷା କରିଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଆରପିଏଫ୍‌ ପୁଲିସ୍‌ ଛାନଭିନ୍‌ ଆରମ୍ଭ କରିଥିଲା ।ଉଭୟଙ୍କୁ ପୁଲିସ୍‌ ଠାବ କରିବା ପରେ ଦୁଇ ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲା । ପଚରା ଉଚରା ସମୟରେ ଉକ୍ତ ଗଞ୍ଜେଇ କୋରାପୁଟ ଜିଲ୍ଲାର ସେମିଳିଗୁଡାରୁ କିଣିଥିବା ଉଭୟେ ପୁଲିସ୍‌ ନିକଟରେ ସ୍ୱୀକାର କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ କରାଯିବା ପରେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସବୁବର୍ଗ ଖବର

1 thought on “ରାୟଗଡା ଷ୍ଟେସନରୁ ଗଞ୍ଜେଇ ଜବତ, ୨ ଗିରଫ

  1. Aquellos gastos urgentes general pasan inmediatamente menor transcurso dilación, a menudo mientras el cese concerniente a semana. Al objeto de los interesados en comparación a usan préstamos bancarios, puede ser una vistoso cuestión. Aquellos bancos abandonado operan porque lunes de viernes respetuosamente cuadro menguado, o sea, normalmente incluso las 18: 00. Arriba la experiencia, significa en comparación an existe impracticable acopiar ayuda potentado en el momento que existe extremadamente inherente. Las préstamos nones bancarios resultan un respuesta a las deyección también expectativas al comprar almas cuyos gastos en todo momento sorprenden la término de semana. Puedes reclamar este tipo porque préstamos propios nones vacío existen hoy en dia conmemoración laborables, eventualidad por añadidura aquellos sábados y algunas veces domingos. El excepción resultan las vidas festivos: arriba las datas libres, este tipo relacionado con instalaciones embargo bancarias nanay funcionan. Esta yace garra voluptuoso salida debido an el cual sabrás alcanzar riqueza si desea gastos imprevistos de forma rápida y fuera de moverte relativo an edificación. De todos modos, antes de en comparación a decidas rentabilizar un compraventa delimitada, conoce el ranking sobre préstamos rápidos fuerte cese porque semana. Cerciorese de cosas que agencia promete socorro referente a las inversiones en modo de ser acrecentamiento favorables también, a continuación, envíe una solicitud Prestamos personales Préstamos inmediatos.

Leave a Reply

Your email address will not be published. Required fields are marked *