Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଢେଙ୍କିକୋଟ ପ୍ରାଥମିକ ବିଦ୍ୟାଳୟ ପୁରସ୍କୃତ

1 min read

କେନ୍ଦୁଝର ଜିଲ୍ଲା/ ଢେଙ୍କିକୋଟ,୧୯/୧୦ (ସଖପ୍ର): ଘଟଗାଁ ବ୍ଲକ୍‌ସ୍ତରୀୟ ଦୁଇଦିନିଆ ଶିଶୁ ମହୋତ୍ସବ ସୁରଭିର ଉଦ୍‌ଯାପନୀ ଉତ୍ସବରେ ଢେଙ୍କିକୋଟ ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ଭାବେ ପୁରସ୍କୃତ କରାଯାଇଛି। ପ୍ରଧାନଶିକ୍ଷୟିତ୍ରୀ ମିନତି ମହାରଣା ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଯୋଗୁଁ ଏହା ସମ୍ଭବ ହୋଇଥିବା ମାନପତ୍ରରେ ଉଲ୍ଲେଖ ରହିଛି। ପ୍ରଧାନଶିକ୍ଷୟତ୍ରୀ ମିନତି ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *