Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜନତା କର୍ଫ୍ଯୁ ଓ ଲକ୍ ଡାଉନ୍ ଲାଗି ସାଲେପୁର, ନିଶ୍ଚିନ୍ତକୋଈଲି ସହର ଜନଶୂନ୍ଯ

1 min read

ସାଲେପୁର: ୨୩/୦୩/୨୦୨୦ (ଏନ୍ ପୁରୁଷୋତ୍ତମ ରେଡି : ସବୁବର୍ଗ ଖବର ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଭାଇରସ ର ପ୍ରତିରୋଧ ନିମନ୍ତେ ଜନତା କର୍ଫୁ ଓ ଲକ୍ ଡାଉନ୍ କୁ ସମର୍ଥନ ଜଣାଇ ବନ୍ଦ ପାଳନ କରିଛନ୍ତି।ଲୋକେ ସ୍ୱତ ପ୍ରବୃତ୍ତ ଭାବରେ ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିଥିଲେ।ଲୋକଙ୍କ ମଧ୍ୟରେ ଏଥି ନେଇ ସ୍ୱତପ୍ରବୃତ ଅଭୂତପୂର୍ବ ଜାଗରଣ ଦେଖିବାକୁ ମିଳିଥିଲା।ସହର ବଜାର ଓ ଗ୍ରାମାଞ୍ଚଳରେ । ସାଲେପୁର ,ନିଶ୍ଚିନ୍ତକୋଇଲି ଓ ନେମାଳ ଥାନା ପୋଲିସ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ସଫଳତାର ସହିତ ବନ୍ଦ ପାଳନ କରିବାକୁ ପରାମର୍ଶ ଦେଇଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *