Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଦୁଡୁକାବାହାଲ ପଂଚାୟତର ଥୁଟିବରି ଆଶ୍ରମ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି...

ରାୟଗଡା: ଶ୍ରମ ଆୟୁକ୍ତ ଜୋନାଲ ଶ୍ରମ କମିଶନର ରାୟଗଡାଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ସେବା ସପ୍ତାହ 2020 ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ...

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଦୋରଗୁଡ଼ା ଠାରେ ଥିବା ଆଦିତ୍ୟ ବିର୍ଲା ଗ୍ରୁପ କମ୍ପାନୀର ଉତ୍କଳ ଆଲୁମିନା ଇଣ୍ଟରନେସନଲ...

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ପଦ୍ମପୁର ବ୍ଲକର ଖିଲାମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୁଣୁପୁର ବ୍ଲକର...

ରାୟଗଡା ଜ଼ିଲ୍ଲା :( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜ଼ିଲ୍ଲା ପରିଷଦର ଅଧ୍ୟକ୍ଷପଦ ପାଇଁ ଗତ 19.02.2020ରେ ଉପ ନିର୍ବାଚନ ହୋଇଥିଲା। ଏଥିରେ ସର୍ବମୋଟ 21ଜଣ ଜ଼ିଲ୍ଲା...

1 min read

ବାଲେଶ୍ୱର,୫/୩--ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ତଥା ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ...

1 min read

କେନ୍ଦୁଝରଜିଲ୍ଲା: ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବଂଚିତ ହୋଇଥିବା ଯୋଗୁଁ କେନ୍ଦୁଝର ଝୁମ୍ପୁରା ବ୍ଲକଅନ୍ତର୍ଗତ ବଡନେଉଳି ଗ୍ରାମପଞ୍ଚାୟତର ମୁଖ୍ୟ ଫାଟକରେ ତାଲା ପକାଇ ଗ୍ରାମବାସୀ ମାନେ ଅଭିନବ...

ମାଲକାନଗିରି :ମାଲକାନଗିରି ଜିଲ୍ଲାର ସବୁ କୋଣ ଅନୁକୋଣ ରୁ ପ୍ରାୟ ୨00ଜଣ ଖେଳାଳି ସ୍ୱତନ୍ତ୍ର ବସ ଯୋଗେ କଟକର ବାରବାଟୀ ଷ୍ଟାଡିଅମ ଅଭିମୁଖେ ଯାତ୍ରା କରିଛନ୍ତି |ଏମାନେ...

କୋରାପୁଟ: କୋରାପୁଟରେ ପଞ୍ଚାୟତରାଜ ଦିବସ ଓ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସ୍ଥାନୀୟ ସଦଭାବନା ସଭାଗୃହରେପାଳିତ ହୋଇଛି। ମୁଖ୍ୟ ଅତିଥି ରୁପେ ଜିଲ୍ଲା ପାଳ ମଧୁସୁଦନ ମିଶ୍ର...

ପୁରୀ: ବିଶ୍ୱ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପୁରୀ ତରଫରୁ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ...

ମାଲକାନଗିରି: ବିନା ଟୋକନରେ ଧାନମଣ୍ଡି ଓ ମିଲ ଗୁଡିକରେ ଧାନଗଛିତ ଥିବା ସନ୍ଦେହରେ ଆଜି ଠାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ୬୨ଟି ଧାନମଣ୍ଡି ଓ ୨୩ଟି ଧାନ ମିଲ...

କେନ୍ଦୁଝର ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ସନ୍ନିକଟରେ ଥିବାଗୁଜୁରାଟୀ ଯୁବ ମଞ୍ଚଠାରେ ଅଖିଳଭାରତୀୟ ଗଣ୍ଡ ମହାସଭାର ପରିବର୍ଦ୍ଧିତ ମହାସଭାର କାର୍ଯ୍ୟକାରିଣୀ କମିଟି ପୁର୍ନଗଠିତ ହୋଇଅଛି । କେନ୍ଦୁଝରର ଗୁଜରାଟୀ ସମାଜ...

ଭୁବନେଶ୍ୱର : ନବୀନ ନିବାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବହୁ ସୁଆଦିଆ ଓଡ଼ିଆ ଖାଦ୍ୟ ଖାଇଛନ୍ତି । ଗୋଟିଏ ଟେବୁଲ୍‌ରେ ଏକାଠି ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛି । ଏନେଇ କଳାହାଣ୍ଡି ପୋଲିସ ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧର ଏକ...

ବାଲେଶ୍ବର: ଆଜିର ଦୁନିଆରେ ତେଜି ଉଠୁଥିବା ବିଭିନ୍ନ ପ୍ରକାରର ଅପ୍ରୀତିକର ପରିବେଶ ମଧ୍ୟରେ ସର୍ଵଧର୍ମ ସମନ୍ବୟ ରକ୍ଷା କରି ଜଣେ ମୁସଲିମ ଶିକ୍ଷୟିତ୍ରୀ ସମାଜକୁ ଦେଉଛନ୍ତି ପ୍ରେରଣା।...

ଖୋର୍ଦ୍ଧା: ନୂତନ ଭାବେ ନିର୍ମାଣ ହୋଇଥିବା ଔଷଧ ବିତରଣ କେନ୍ଦ୍ର ଏବଂ ଟୀକା ଭଣ୍ଡାରକୁ ଉଦଘାଟନ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । 72 ଲକ୍ଷ...

ପାରଳାଖେମୁଣ୍ଡି: ପ୍ରଥମ ବର୍ଷର ସଫଳତା ପରେ ଗଜପତି ଏସପି ସାରା ଶର୍ମାଙ୍କ ଅଭିନବ ପ୍ରୟାସ ଉଡାନ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ ଆରମ୍ଭ ହୋଇଛି । ଶୁକ୍ରବାର ଅନୁସୂଚିତ...

ଭୁବନେଶ୍ୱର: ଓଡ଼ିଆଙ୍କ ହାତମୁଠାରେ ବିଶ୍ବର ବିଭିନ୍ନ ଭାଷା। ଭାଷାକୁ ନେଇ ଆଉ ରହିବନି ଦ୍ୱନ୍ଦ୍ୱ । କାରଣ ଗୁଗୁଲରେ ଅନ୍ୟ ଭାଷା ଭଳି ଓଡ଼ିଆ ଭାଷାକୁ କରିହେବ...