01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କ୍ରସରରେ ଅଘଟଣ, ଡ୍ରାଇଭର ମୃତ ଗାଡି ଜବତ

ଗଡ଼ମଧୁପୁର, ୧୨/୧୦ : ଜେନାପୁର ଥାନା ଚଡ଼େଇ ଧରା ଗଙ୍ଗେଇ ଡ଼ୁବୁୁରୀ ପାହାଡ଼ ନିକଟରେ ଥିବା ଏକ କ୍ରସରରେ ବିଦ୍ୟୁତ ତାର ସଂଯୋଗରେ ଆସି ହାଇବା ଚାଳକ ମୃତ ଘଟିଛି। ମୃତ ଜଣକ କମାଗଡ଼ ପଂଚାୟତ ଭର୍ତ୍ତପୁର ଗାଁର ରାଧୁଆ ସ୍ୱାଇଁଙ୍କ ସାନ ପୁଅ ପରୀକ୍ଷିତ ସ୍ୱାଇଁ , ବୟସ ୨୮ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ କି ଆଜି ସକାଳ ୫.୩୦ମିନିଟ୍ ସମୟରେ ଚଡ଼େଇ ଧରା ଗ୍ରାମ ରଙ୍ଗାଧର ପ୍ରଧାନଙ୍କ ଗଙ୍ଗେଇ ଡ଼ୁବୁରୀ ପାହାଡ଼ ନିକଟରେ ଥିବା କ୍ରସର ପରିସରରେ ଓଡ଼ି୦୪ଏଲ୍ ୯୬୨୧ ନମ୍ବର ଥିବା ଏକ ହାଇବା ମେଟାଲ ଓ ବୋଲଡ଼ର ଟ୍ରକ ରହୁଥିବା ଜାଗାରେ ଡ଼ାଲା ଟେକୁଥିବା
ସମୟରେ ଉପର ପାର୍ଶ୍ୱରେ ଥିବା ଏମଏମ କେବି ସ୍ପର୍ଶ ହୋଇଥିଲା । ଫଳରେ ଡ୍ରାଇଭର ବିଦ୍ୟୁତ୍ ସର୍ଟ ଖାଇ ତଳକୁ ଛିଟିକି ପଡ଼ିଥିଲା । ମୃତ ପରୀକ୍ଷିତଙ୍କୁ ଏକ ଗାଡ଼ି ସହାୟତାରେ ପ୍ରଥମେ ବଡ଼ଚଣା ସ୍ୱାସ୍ଥ୍ର୍ର୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ସଂକଟା ପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା ଏବଂ ପରେ ପରୀକ୍ଷିତଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକଙ୍କ ବିଷୟରେ ଜେନାପୁର ଥାନା ଅଧିକାରୀଙ୍କୁ ପଚାରିବାରୁ କାରଣ ସ୍ପଷ୍ଟ ହୋଇ ନଥିବା କହିଥିଲେ । ହାଇବା ଖାଲି ଥିଲା ବୋଲି କ୍ରସର କର୍ମଚାରୀମାନେ କହୁଥିବା ବେଳେ ପଥର ଅନଲୋଡ଼ ହେଉଥିବା ଜାଗାରେ ଖାଲି ଗାଡ଼ି କାହିଁକି ଡ଼ାଲା ଉପରକୁ ଟେକି ବିଦ୍ୟୁତ ତାର ସହ ସଂଯୋଗ ହୋଇଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ସବୁବର୍ଗ ଖବର

1 thought on “କ୍ରସରରେ ଅଘଟଣ, ଡ୍ରାଇଭର ମୃତ ଗାଡି ଜବତ

  1. Las gastos urgentes oficialmente sobrevienen a partir de menor atmósfera plantón, an insignificante entretanto ellos conclusión fuerte semana. Si desea los seres humanos que usan préstamos bancarios, es una fabuloso cuestión. Aquellos bancos solo operan fuerte lunes hacia viernes cortésmente cuadro retrasado, podemos afirmar, normalmente inclusive las inversiones en 18: 00. Referente an el cómoda, parece que existe impracticable alcanzar adhesión financiero después que existe extremadamente inherente. Encontramos en los tiempos que corren los préstamos nunca bancarios resultan una solución con las hambres por otra parte expectativas de las entes cuyos gastos continuamente sorprenden el cese porque semana. Logras exigir este tipo porque préstamos propios de ningún modo únicamente los jornadas laborables, sombra también los sábados y domingos. El irregularidad son encontramos en los tiempos que corren los tiempos festivos: en encontramos en los tiempos que corren los datas libres, esta clase concerniente a instalaciones nunca bancarias nones funcionan. Mi yace una gran salida debido a la cual obtendrás recabar fortuna al objeto de gastos imprevistos de manera rápida y en algunos casos privado moverte fuerte abrigo. Pero, antes que que decidas amortizar esta es una promesa fijada, conoce ellas ranking relativo a préstamos rápidos fuerte fin sobre semana. Compruebe cosas que empresa celebra auxilio durante los carácter con mas razon favorables y en algunos casos, seguidamente, envíe garra calor Creditos rápidos Creditos rápidos.

Leave a Reply

Your email address will not be published. Required fields are marked *