02/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ମୀତା ରାଣୀ ମୃତ୍ୟୁ ମାମଲା: ସିଲ୍ ହେଲା ରୁପେଶଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ

ଧର୍ମଶାଳା , ୨୫/୧୦(ପ୍ରତିନିଧି ନାରାୟଣ ରଥ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ଗ୍ରାମ ସେବିକା ମୃତୁ୍ୟ ମାମଲା ଥମିବାରେ ନାଁ ଧରୁନି । ଏପରକି ତାଙ୍କର ମୃତୁ୍ୟ ହୋଇଥିବା ସରପଂଚଙ୍କ ସ୍ୱାମୀ ରୁପେଶଙ୍କ ବ୍ୟକ୍ତିଗତ ଘର ବେଆଇନ୍ ଭାବେ ହୋଇଥିବା ନେଇ ଚର୍ଚ୍ଚା ହେବା ପରେ ଜିଲ୍ଲାପାଳ ଏହା ଉପରେ ୧୪୪ ଧରା ଲଗାଇବା ସହିତ ଘରକୁ ସିଲ୍ କରିଛନ୍ତି । ଆଜି ସକାଳୁ ଧର୍ମଶାଳା ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ସହିତ ପୋଲିସ ଟିମ୍ ପଂହଚି ଘରକୁ ସିଲ କରିବା ସହିତ ନାଲି ପତକା ଲଗାଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *