ବର୍ଷାରେ ପାହାଡ଼ ଖସିଥିବା ଗାଁ କୁ ମନ୍ତ୍ରୀଙ୍କ ପରିଦର୍ଶନ
ରାୟଗଡା ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ ଗଜପତି ଜିଲ୍ଲା ର ଗୁମ୍ମା ବ୍ଲକ ଅନ୍ତର୍ଗତ କୁଲଙ୍ଗ ଗ୍ରାମ ରେ ଲଗାଣ ବର୍ଷା ଯୋଗୁ ପ୍ରାକୃତିକବିପର୍ଯୟ ଘଟିଥିଲା ଏଥିରେ ବହୁ ଧନଜୀବନ ନଷ୍ଟ ହେଇଗଲା ସ୍ଥିତି ର ଅନୁଧ୍ୟାନ ଲାଗି ଆଦିବାସୀ ଉନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନାଥ ସାରକା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଉପଦେଷ୍ଟା ବିଜୁସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଶ୍ରୀଯୁକ୍ତ ସୁଧୀର ଦାସ ପର୍ଯ୍ୟବେକ୍ଷକ ଶ୍ରୀ ପୂର୍ଣ୍ଣ ସ୍ୱାଇଁ ରାୟଗଡା ବିଜେଡି ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ ଗଜପତି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ଗୁମ୍ମା ବ୍ଲକ ଅଧକ୍ଷ ଗଜେନ୍ଦ୍ର ଗମାଙ୍ଗ ଏବଂ ସ୍ଥାନୀୟ ସରପଂଚ ଉପସ୍ଥିତ ଥିଲେ…ତାପରେ ବଡକଳାକୋଟ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ …..