05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି -୩୩ ଗ୍ରାମରେ ଏକ ଅଭାବନୀୟ ଘଟଣା

ମାଲକାନଗିରି :ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି -୩୩ ଗ୍ରାମରେ ଏକ ଅଭାବନିଅ ଘଟଣା ଘଟିଛି |ସେହି ଗାଁ ର ଜଣେ ଯୁବକ ବିଧାନ ମିର୍ଧା ନାମରେ ଏକ ସଭା ହେଉଥିଲା |ସେହି ସମୟରେ ସେ ଉତ୍କ୍ଷିପ୍ତ ହୋଇ ଛଅ ଜଣଙ୍କ ଉପରେ ଆକ୍ରମଣ କରିଥିଲେ |ସେଥିରୁ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨ ଜଣ ସ୍ତ୍ରୀଲୋକ ଓ ୩ ଜଣ ପୁରୁଷ ଆହତ ହୋଇଥିଲେ |ଆହତ ବ୍ୟକ୍ତିଙ୍କୁ କାଲିମେଳା ହସ୍ପିଟାଲକୁ ନିଆଗଲା |ସେହି ବ୍ୟକ୍ତିକୁ ଗ୍ରାମବାସୀ ନିର୍ଧୁମ ଛେଛିଥିଲେ ଓ ପରେ ପୋଲିସର ଜିମାରେ ଦେଇଥିଲେ |ଅଧିକ ଆହତ ଥିବା ବ୍ୟକ୍ତିକୁ ମାଲକାନଗିରି ସ୍ଥାନାନ୍ତରିତ କରାଗଲା |ଏପରି ବିକୃତ ମାନସିକତା ଥିବା ବ୍ୟକ୍ତିକୁ କଠୋର ଦଣ୍ଡବିଧାନ କରାଯିବା ଉଚିତ ବୋଲି ଗ୍ରାମବାସୀ ଜଣାଇଛନ୍ତି |

ମାଲକାନଗିରି ରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *