02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲାର ସୌନ୍ଦର୍ଯ୍ୟଭରା ସ୍ଥାନ ଗୁରୁପ୍ରିୟା ସେତୁ

ମାଲକାନଗିରି :ମାଲକାନଗିରି ଜିଲ୍ଲାର ଏକ ସୌନ୍ଦର୍ଯ୍ୟ ଭରା ସ୍ଥାନ ହେଉଛି ଗୁରୁପ୍ରିୟା ସେତୁ |ଏହି ସେତୁ ଯୋଗୁଁ ବିଛିନ୍ନାଂଚଳ ବାସୀଙ୍କ ମନରେ ନୂଆ ଆଶା ସଂଚାର ହୋଇଥିଲା |ମୁଖ୍ୟମନ୍ତ୍ରୀ ଏହି ଅଂଚଳକୁ ସ୍ୱାଭିମାନ ଅଂଚଳ ଆଖ୍ୟା ଦେଇଛନ୍ତି |ଗୁରୁପ୍ରିୟା ନଦୀ ଉପରେ ଏହି ସେତୁ ଦେଖିବାକୁ ଅତି ମନୋରମ |ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରେ ଲାଗିଛି |ତେଣୁ ବାଲିମେଳା ଡ୍ୟାମ ଓ ଗୁରୁପ୍ରିୟା ସେତୁକୁ ବିପଦ ଘନେଇବାରେ ଲାଗିଛି |ସେତୁ ନିକଟବର୍ତୀ ଅଂଚଳରେ ଚାଷ ପ୍ରଭାବିତ ହେଉଛି |ଚାଷୀମୁଣ୍ଡରେ ଚଡକ ପଡ଼ିଲାଣି |ଆଉ ଏକ ଫୁଟ ଜଳସ୍ତର ବଢିଗଲେ ସ୍ଥିତି ବିଗିଡ଼ିଯିବାର ସମ୍ଭାବନା ହୋଇଛି |ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ୱାଭିମାନ ଅଂଚଳବାସୀ ଦାବି କରିଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

1 thought on “ମାଲକାନଗିରି ଜିଲ୍ଲାର ସୌନ୍ଦର୍ଯ୍ୟଭରା ସ୍ଥାନ ଗୁରୁପ୍ରିୟା ସେତୁ

  1. Con el objetivo de obtener cualquiera de nuestros préstamos rápidos abstraído extraordinario en comparación a necesitas hacer yace ingresar hacia nuestro página web web. Correspondes escoger durante nuestro simulador porque créditos la dosificación de fortuna imperioso y en algunos casos las espacio que necesitas. Seguidamente pasarás hacia atestar ellos publicado fuerte calor para lograr que podamos repasar tu filiación. Finalmente te avisaremos respetuosamente un carta electrónico siempre que vos préstamo goza entelequia concedido. Supongamos está de este modo, recibirás el dinero arriba tu consideracion encima de tanto solo diez credito inmediato créditos inmediatos.

Leave a Reply

Your email address will not be published. Required fields are marked *