01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପ୍ରେସ ୟୁନିଅନ ରାୟଗଡା ଓ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ବନ୍ଧୁ ମିଳନ

ରାୟଗଡ ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ) ଆଜି ପ୍ରେସ ୟୁନିଅନ ଓ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ରାୟଗଡା ସହର ଠାରୁ ଅନତି ଦୂର ରେ ଅବସ୍ଥିତ ସାଙ୍କେସ୍ୱରି ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ର ବ୍ଲକ ସ୍ତରୀୟ ଓ ଜ଼ିଲ୍ଲା ସ୍ତରୀୟ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ଯୋଗ ଦେଇଥିଲେ ଏଥିରେ ସାମ୍ବାଦିକ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ସାମ୍ବାଦିକ ଙ୍କ ସ୍ୱାସ୍ଥ୍ୟ ବୀମା ଓ ରେଲୱେ ପାସ ସମ୍ପର୍କ ରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଲଗାତାର ଗତ 5 ବର୍ଷ ହେବ ଚାଲି ଆସୁଛି ଆଜି ଏକ ସାମ୍ବାଦିକ ଙ୍କ ନିମନ୍ତେ ଏକ ବଣ ଭୋଜି ର ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ସମାଜ ର ଜ଼ିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଶ୍ମିରଂଜନ ଦୋରା ପ୍ରେସ ୟୁନିଅନ ସଭାପତି ଦୟାନନ୍ଦ ଖାଡ଼ଙ୍ଗା ସମ୍ପାଦକ ମନୋଜ ସାହୁ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ସନ୍ତୋଷ ପାଣିଗ୍ରାହୀ ସମ୍ପାଦକ ସୁବାଷ ସୂର୍ଯ୍ୟ ଜ଼ିଲ୍ଲା ସ୍ତରୀୟ ପ୍ରତିନିଧି ସାଙ୍ଗକୁ ବିଭିନ୍ନ ବ୍ଲକ ପ୍ରତିନିଧି ଯୋଗ ଦେଇଥିଲେ ଓ ନିମଂତ୍ରିତ ଅତିଥି ରୂପେ ଜେ କେ କାଗଜ କାଳ ଓ ଇମ୍ଫା କାରଖାନା ର ର ଲୋକ ସମ୍ପର୍କ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *