05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅସହାୟ ବୃଦ୍ଧା ଫାଇଲେରିଆ ରୋଗରେ ପୀଡିତ ଉଦାହରଣ ସାଜିଛନ୍ତି ଐସୂରିଆ ସାହୁ.

କେନ୍ଦୁଝର ଜିଲ୍ଲା:(ସଖପ୍ର) ଆନନ୍ଦପୁର ଉପଖଣ୍ଡ ନାହା ଗ୍ରାମର ଜଣେ ବୟସ୍କ ହାଡିବନ୍ଧୁ ଜେନା ଦୀର୍ଘ ଅଢେଇ ମାସ ହେଲା ଆନନ୍ଦପୁର ଚିକିତ୍ସାଳୟରେ ବାରଣ୍ଡାରେ ପଡିରହିଛନ୍ତି ସୂଚନା ମୁତାବକ ତାଙ୍କର ପରିବାର ସଦସ୍ୟ କେହି ନଥିବାରୁ ଏକୁଟିଆ ମେଡ଼ିସିନ ଖାଇବାରେ ବାଧା ସୃଷ୍ଟି ହେଉଛି. ଦିନ ରେ ମେଡ଼ିସିନ ରାତିରେ ଖାଉଛନ୍ତି. ତ ରାତି ମେଡ଼ିସିନ ଦିନରେ ଖାଉଛନ୍ତି ଅତି ଦୁଃଖଦ ଘଟଣା. କାହିଁକି ନା ଯଦି ତାଙ୍କର କେହିବି ଜଣେ ସଂପର୍କୀୟ ଥାନ୍ତେ ହୁଏତ ଏମିତି ପରିସ୍ଥିତି ସାମ୍ନା କରିବାକୁ ପଡ଼ିନଥାନ୍ତା ସୂଚନା ମୁତାବକ କିଛିଦିନହେଲା ଅୟୁଶୂରୀଆ ଫାଉଣ୍ଡେସନ ତରଫରୁ ସାହାଯ୍ୟର ହାତ ବଢାଇଥିଲେ ଏବଂ ହାଡିବନ୍ଧୁଙ୍କୁ ସାହାଯ୍ୟ ସୁଭିଧା ଯୋଗାଇ ଦେଉଛନ୍ତି. ହାଡିବନ୍ଧୁ ସମ୍ପୂର୍ଣ ଆରୋଗ୍ୟ ହେବାଲାଗି ଉଦ୍ୟମ ଜାରିରଖୀଛନ୍ତି ଅୟୁସୁରିଆ ଫାଉଣ୍ଡେସନ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *