04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୋବିନ୍ଦପାଲ୍ଲୀରେ ଭାଲୁ ଆତଙ୍କ…

ମାଲକାନଗିରି :ମାଲକାନଗିରି ଜିଲ୍ଲାର ମୁଖଦ୍ୱାର ଗୋବିନ୍ଦପାଲ୍ଲୀରେ ଏବେ ଭାଲୁ ଆତଙ୍କ ଦେଖାଯାଇଛି |ସନ୍ଧ୍ୟା ହୋଇଗଲେ ଗ୍ରାମବାସୀ ଯିବା ଆସିବା କରିବା ରେ ବହୁତ ଅସୁବିଧା ହେଉଛି |କେତେଜଣ ତିନୋଟି ଭାଲୁ ବୁଲୁଥିବା ଦେଖିଛନ୍ତି |ସେଥିରୁ ଗୋଟିଏ ପିଲା ଭାଲୁ ଓ ଅନ୍ୟ ଦୁଇଟି ବଡ ଭାଲୁ |ବର୍ଷେ ତଳେ କେତେକ ଲୋକ ଭାଲୁ ଆକ୍ରମଣର ଶିକାର ହୋଇଥିଲେ |ଏବେ ପୁଣି ଭାଲୁ ଗାଁରେ ବୁଲି ବାର ଶୁଣିବାପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି |ଦେଖିବାକୁ ବାକିରହିଲା କେବେ ଜଙ୍ଗଲ ବିଭାଗ ଏହି ଭାଲୁମାନଙ୍କୁ ଧରି ଜଙ୍ଗଲରେ ଛାଡ଼ୁଛି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *