11/13/2025

Sabubarga Khabar

All category news

ସ୍ବର୍ଗତ ରାସ ବିହାରୀ ସାମନ୍ତରାୟଙ୍କୁ ଭାଷାସୁରକ୍ଷା ସମ୍ମିଳନୀ ତରଫରୁ ଶ୍ରଦ୍ଧାଞ୍ଜଳୀ

କୋରାପୁଟଜିଲ୍ଲା(ସଖପ୍ର): ଆଜି ଜୟପୁର ଯାଦବ ଭବନ ଠାରେ କୋରାପୁଟଜିଲ୍ଲା ଭାଷା ସୁରକ୍ଷା ସମ୍ମିଳନୀ ତରଫରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ସ୍ବର୍ଗତ ସାମନ୍ତରାୟ ସରକାରୀ ଚାକିରୀ ରୁ ଅବସର ନେବାପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ।ଏପରିକି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ର ସୁରକ୍ଷା ଚିନ୍ତାକରି ଭାଷାସୁରକ୍ଷା ସମ୍ମିଳନୀରେ ଯୋଗ ଦେଇଥିଲେ।ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ମଦନ ମୋହନ ନାୟକ,ଦୁର୍ଗାପ୍ରସାଦ ଶତପଥି,ଶୀଶିର କୁମାର ମିଶ୍ର,କୃଷ୍ଣଚନ୍ଦ୍ର ନେପାକ,ବୈକୁଣ୍ଠନାଥ ସାହା,ସାଧାରଣ ସଂପାଦକ ରାଜେନ୍ଦ୍ର ଗୌଡ,ଶ୍ରମିକ ନେତା ବାଲା ରାୟ, ବରିଷ୍ଠ ସରକାରୀ ଓକିଲ ବିଷ୍ଣୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *