02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାହିଭାଇ ଅନୁଷ୍ଠାନ ତରଫରୁ ସପ୍ତାହ ବ୍ୟାପି  ସଂକଳ୍ପ  ସପ୍ତାହର ଦ୍ବିତୀୟ ଦିବସ ପାଳିତ

ପୁରୀ: ସାହିଭାଇ ଅନୁଷ୍ଠାନ ତରଫରୁ ସପ୍ତାହ ବ୍ୟାପି  ସଂକଳ୍ପ  ସପ୍ତାହର ଦ୍ବିତୀୟ ଦିବସ   ଗୋ ସୁରକ୍ଷା ପାଇଁ ସମର୍ପିତ କରାଯାଇଥିଲା । ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଚଳପ୍ରଚଳ କରୁଥିବା ଗାଇ ଓ ଷଣ୍ଢଙ୍କ ପାଇଁ ରାତି ଅନ୍ଧାରରେ ଅନେକ ସମୟରେ ଦୁର୍ଘଟଣା ସୃଷ୍ଟି ହୁଏ । ଏହି ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସାହିଭାଇ ଅନୁଷ୍ଠାନ ତରଫରୁ ଗାଇ ଓ ଷଣ୍ଢଙ୍କ ଶରୀରରେ ପରୀକ୍ଷା ମୂଳକ ଭାବରେ ଉଜ୍ଜଳ ରେଡିୟମ ଲଗାଯାଇଛି ।  ଆଜିର ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଶ୍ରୀ ବ୍ରଜବନ୍ଧୁ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଦସ୍ୟ ମାନଙ୍କ ପୂର୍ଣ୍ଣସହଯୋଗରେ ହୋଇଥିଲା। ସଂସ୍କୃତି ବିଭାଗ ପ୍ରମୁଖ ଶ୍ରୀ ଦୀପକ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ପୁରୀ ପ୍ରତିନିଧି ଲାଲା ଅନନ୍ତ କୁମାର ସିଂ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *