01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାଂସଦ ଓ ବିଧାୟକଙ୍କ ମାନବିକତା ପ୍ରଦର୍ଶନ..

ନବରଙ୍ଗପୁର (ସ.ଖ. ପ୍ର ):ଆଜି ମାନ୍ୟବର ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାନ୍ୟବର ବିଧାୟକ ଝରିଗାଁ ଶ୍ରୀ ଯୁକ୍ତ ପ୍ରକାଶ ଚନ୍ଦ୍ର ମାଝୀ କିଛି ଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ର ବରିଗୁଡା ଗ୍ରାମର ବରିଷ୍ଠ ବିଜେଡ଼ି ନେତା ଅମରସିଂ ନେତାମ ଖୁଦ୍ର ବ୍ୟବସାୟୀ ହମଜୁ ଅଲ୍ଲୀ, ଧଡିପାଣି ପଞ୍ଚାୟତ ର ଯୋଗାଣ ସହାୟକ ପ୍ରଶାନ୍ତ ନାୟକ ଓ ଦଣ୍ଡାମୁଣ୍ଡା ଗ୍ରାମର କାର୍ତ୍ତିକ ମାଝୀ ମୃତ୍ୟୁ ବରଣ କରିଥିଲେ।ଏହି ଶୋକ ସନ୍ତପ ପରିବାର ଙ୍କ ଘରକୁ ଯାଇ ମାନ୍ୟବର ବିଧାୟକ ଓ ସାଂସଦ ସମବେଦନା ଜଣାଇଥିଲେ।ଜନପ୍ରତିନିଧିଙ୍କୁ ନିଜ ପାଖରେ ପାଇ ଶୋକ ସନ୍ତପ୍ତ ପରିବାର ନିଜକୁ ଧନ୍ୟ ମାନିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *