05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଷୋହଳଖଣ୍ଡ ଗୋପାଳ ସମାଜର ବୈଠକ

କୋରାପୁଟ ୮/୬ (ସଖପ୍ର): ଆଜି କୋରାପୁଟ ଠାରେ ଷୋହଳ ଖଣ୍ଡ ଗୋପାଳ ସମାଜର ଏକ ବୈଠକ ଅନଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ପରମେଶ୍ବର ପାତ୍ର ସଭାପତିତ୍ବ କରିଥିଲା ବେଳେ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ ବିବରଣୀ ପାଠ କରିଥିଲେ। ଏଥିରେ ସହ ସମ୍ପାଦକ ଉଦୟ ମହାଙ୍କୁଡ, କବିତା ମହାଙ୍କୁଡ, ପଦ୍ମନାଭ ଗୌଡ, ଘାସିରାମ ଗୌଡ, କୋରାପୁଟ ମୁଠା ସଭାପତି ସୁଦର୍ଶନ ଗୌଡ, ସମ୍ପାଦକ କୈଳାଶ ଗୌଡ, ଟୁଲୁ ଗୌଡ, ଜଯପୁର ମୁଠା ସଭାପତି ଭାସ୍କର ଗୌଡ ପ୍ରମୁଖ ମଞ୍ଚାସିନ ରହିଥିଲେ । ବୈଠକରେ କୋରାପୁଟ ମୁଠାକୁ ଜିଲ୍ଲା ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଥିଲା । ଆସନ୍ତା ନନ୍ଦ ଉତ୍ସବ କୋରାପୁଟରେ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା । ଆଜିର ବୈଠରେ ସମର ମହାଙ୍କୁଡ, ପ୍ରଭାସିନୀ ଗୌଡ, ପ୍ରତୀକ ଗୌଡ, ଆର୍ୟାନ୍ସୁ ଗୌଡ, ସତ୍ୟ ନାରାୟଣ ଗୌଡ, ଅକ୍ଷୟ ନାୟକ, ଗଙ୍ଗାଧର ଗୌଡ, ବିଶ୍ୱନାଥ ଗୌଡ, ରାମଚନ୍ଦ୍ର ମହାଙ୍କୁଡ, ରବି ନାରାୟଣ ଗୌଡ, ସୁବାଷ ଚନ୍ଦ୍ର ଗୌଡ, ଅରୁଣ ଗୌଡ, ଭଗବାନ ଗୌଡ, ଭଗବାନ ଗୌଡ, କୈଳାଶ ଗୌଡ, ନକୁଳ ଗୌଡ, ବଳରାମ ଗୌଡ, ଜଗନ୍ନାଥ ଗୌଡ, ସୁଦୀପ୍ତ ଗୌଡ, ନିରଞ୍ଜନ ଗୌଡ, ସଞ୍ଜୟ ଗୌଡ, ଜୟ ଗୌଡ, ଶିବରାମ ଗୌଡ, ସୁନା ଗୌଡ, ଉମା ଚରଣ ପାତ୍ର, ଧୀରଜ୍ ଗୌଡ, ଜନାର୍ଦ୍ଧନ ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ବୈଠକ ବୋରିଗୁମ୍ମାରେ ହେବାକୁ ଘୋଷଣା କରାଯାଇଥିଲା । ଶେଷରେ ରାଜେନ୍ଦ୍ର କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *