ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ

ମାଲକାନଗିରିଜିଲ୍ଲା: ମାଲକାନଗିରିସ୍ଥିତ ଏକଲବ୍ୟ ମୋଡେଲ ବିଦ୍ୟାଳୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇଛନ୍ତି |ଶିକ୍ଷା ଉନ୍ନତିର ମୂଳ ଓ ଏହାକୁ ଠିକ ଭାବେ ଉପାର୍ଜନ କରି ଦେଶକୁ ସୁଦୃଢ କରିବାକୁ ଜଣାଇଥିଲେ |ସଭାରେ ରାଜ୍ୟପାଳଙ୍କ ସହ ଜିଲ୍ଲାପାଳ, ଏସ ପି ଋଷିକେଶ ଖିଲାର, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ ଓ ଅନ୍ୟାନ୍ୟ ବିଶେଷ ବ୍ୟକ୍ତି ଉପସ୍ଥିତ ଥିଲେ |