ଯୁପିଟର କଲେଜରେ ମକର ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ସହର ରେ ଅବସ୍ତିତ ଯୁପିଟର କଲେଜ ଅଫ ସାଇନ୍ସ ରେ ତେଲୁଗୁ ନୂତନ ବର୍ଷ ଓ ମକର ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ସୁନ୍ଦର ଶିଶୁ, ଶିଶୁ ଙ୍କ ଫେସନ ଶୋ, ରଙ୍ଗୋଲି, ନୃତ୍ୟ, ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରଜ ସୁନ୍ଦର ନାୟକ ସମ୍ମାନିତ ଅତିଥି ଭାବେ ଇଞ୍ଜିନିଅର ସୁନୀଲ ପଣ୍ଡା ଅର୍ପିତା ପାତ୍ର ମୁଖ୍ୟ ବକ୍ତା ରୂପେ ହନୁମନ୍ତ ରାଓ ଯୁପିଟର ନିର୍ଦେଶକ ଗୋବିନ୍ଦ ରଥ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କଲେଜ ଅଧକ୍ଷ ଅଶୋକ ମିଶ୍ର ଅତିରିକ୍ତ ଅଧକ୍ଷ ପି ସି ପଟ୍ଟନାୟକ ରାୟଗଡା ସହର ରେ ମହିଳା ସଂସ୍କୃତି ମଣ୍ଡଳୀ ରେ ସଦସ୍ୟା ଯୋଗ ଦେଇଥିଲେ