02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୁ୍ମୁର୍ଷୁ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ

ଭଦ୍ରକ, ୩/୧୧(ସ୍ପା) ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପୋଲ ପାଖ ନଦୀ ପଠାରୁ ଗତକାଲି ଅଚେତ ଅବସ୍ଥାରେ ଉଦ୍ଧାର ଅଚିହ୍ନା ଯୁବତୀକୁ ପ୍ରଥମେ ଧାମନଗର ଡାକ୍ତରଖାନା ପରେ ଭଦ୍ରକ ଓ ଶେଷରେ ଗୁରୁତର ମୁର୍ମୁଷୁ ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା | ହେଲେ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀ ଜଣଙ୍କ ମୃତ୍ୟୁ ଘଟିଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *