ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ
କଳାହାଣ୍ଡି ୩୦।୧୨ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଜୁନାଗଡ ବନ ବିଭାଗ ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।
ଜୁନାଗଡ ରେଞ୍ଜ ଆଫିସ ସମେତ ପୈତୃକ ଘର ଲଡୁ ଗାଁ, ଶଶୁର ଘର ତୁନଗାଁ ରେ ଏକକାଳୀନ ଭିଜିଲାନ୍ସ ଚଢାଉ ହୋଇଛି।