November 18, 2025

Sabubarga Khabar

All category news

ବିଜେପି ରାୟଗଡା ନଗର କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରାୟଗଡା(ସଖପ୍ର): ଆଜି ସ୍ଥାନୀୟ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ରାୟଗଡ ନଗର ସଭାପତି ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱ ରେ ରାୟଗଡ ବିଜେପି ନଗର କମିଟି ତରଫରୁ ନଗର ରେ ଭାରତୀୟ ଜନତା ପାର୍ଟି ର ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହେଇଥିଲା.ସମାଜର ଆର୍ଥିକ ଦୃଷ୍ଟିରୁ ପଛରେ ଥିବା ବ୍ୟକ୍ତିଙ୍କୁ ବିକାଶ ଯାତ୍ରାରେ ସାମିଲ କରି ସେମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନ୍କ ସରକାର ଓଡ଼ିଶା କୁ ପ୍ରତ୍ୟକ ବର୍ଷ ଏମ ଜି ଏନ ଅର ଯିଏ ,ସ୍ୱଚ୍ଛ ଭାରତ ମିଶନ କୃଷି ଶିକ୍ଷା ବେକାରୀ ମହିଳା ସୁରକ୍ଷିତ ପିଇବା ପାଣି ସ୍ୱାସ୍ଥ୍ୟ ନୂତନ ସ୍କୁଲ ମରୁଡି ଭଳି ବହୁ ଲୋକାଭିମୁଖୀ କାର୍ଯ୍ୟପାଇଁ କୋଟି କୋଟି ଟଙ୍କା ଅନୁଦାନ ପଠାଉଛନ୍ତି କିନ୍ତୁ ରାଜ୍ୟସରକାର ଙ୍କ ଅପାରଗତା ଲାଗି ଉକ୍ତ ଯୋଜନା ଗୁଡିକ କାର୍ଯ୍ୟ କ୍ଷେ ମ ହୋଇପାରୁନାହିଁ ବୋଲି ଶ୍ୟାମ ଦାସ କହିଥିଲେ ସେ ପୁଣି କହିଥିଲେ ଯେ ରାୟଗଡ ସହର କୁ ଜଳ ଯୋଗାଣ ସଫେଇ ବ୍ୟବସ୍ତା ର ସୁଧାର ମହିଳା ଙ୍କ ପାଇଁ ମହିଳା ଥାନା ବେରୋଜଗରୀଙ୍କୁ ଜ଼ୀଲ୍ଲା ର 4ଗୋଟି କାରଖାନାର ନିଯୁକ୍ତି ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାୟଗଡ ମେଡିକାଲ ରେ ଅଳଟ୍ରାସାଉଣ୍ଡ ବ୍ୟବସ୍ତା କରିବ6ସହିତ ସହରର ବସ୍ତିବାସିନ୍ଦା ଙ୍କୁ ପଟ୍ଟା ପ୍ରଦାନ ସହିତ ସାଇପ୍ରିୟନଗର କୁ ରାୟଗଡ ପୌର ପରିଷଦ ରେ ଅନ୍ତର୍ଭୁକ୍ତ କରିବା ସହିତ କସ୍ତୁରୀ ନଗର ରେ ଥିବା ମାର୍କେଟ କମଲେକ୍ସ କୁ ସଠିକ କାରୀଖେମ ପାଇଁ ନଗର ବିଜେପି ଦବିକରୁଛି ବୋଲି ଦାସ କହିଛନ୍ତି
ଏହି ସମ୍ବିଳନୀ ରେ ବିଧାୟକ ପାର୍ଥୀ ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ କୁମାର ଉଲ୍ଲାକା, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା, ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବିଦ୍ୟା ଭୂଷଣ ପଣ୍ଡା ଏବଂ ନଗର ସାଧାରଣ ସମ୍ପାଦକ ଅଜୟ କୁମାର ଚୁଲେଟ ଉପସ୍ଥିତ ଥିଲେ।

ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.