11/08/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଏସଏଫ ଯବାନଙ୍କ କ୍ୟାମ୍ପକୁ ଗ୍ରେନେଡ ମାଡ

ଇମ୍ପାଲ: ବିଏସଏଫ ଯବାନଙ୍କ କ୍ୟାମ୍ପ ଉପରକୁ ଗ୍ରେନେଡ ମାଡ । ମଣିପୁରରେ ପ୍ରସିଦ୍ଧ ସଙ୍ଗାଇ ମହୋତ୍ସବ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଯବାନଙ୍କ କ୍ୟାମ୍ପ ଉପରକୁ କେହି ଦୁର୍ବୃତ୍ତ ଗ୍ରେନେଡ ମାଡ କରିଛି। ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି। ଏନେଇ ବିଏସଏଫର ଜଣେ ଅଧିକାରୀ କହିଛନ୍ତି, ଏଥିରେ କେହି ଆହତ ହୋଇନାହାଁନ୍ତି। ଶନିବାର ସନ୍ଧ୍ୟା ପାଖିପାଖି ସାଢେ 5ଟାରେ ଘଟିଛି ଘଟଣା। ସଙ୍ଗେସଙ୍ଗେ ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି କରି ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *