01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବନବିଭାଗ ଦ୍ୱାରା କୁଟୁରା ଉଦ୍ଧାର ହେଲା…

ମାଲକାନଗିରି :ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି -୧୨୬ ଗାଁ ର ଜଣଙ୍କ ଘରେ ଗୋଟିଏ କୁଟୁରା ପଶିଯାଇଥିଲା |

କୁଟୁରାଟି କ୍ଷତବିକ୍ଷତ ହୋଇଥିଲା |ସେହି ଘରର ମାଲିକ ସୁରଜିତ କାଲିମେଳା ବନ ବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ |ବନ ବିଭାଗର କର୍ମଚାରୀ ପ୍ରଥମେ କୁଟୁରାଟିକୁ ସେଠାରୁ ଉଦ୍ଧାର କରିଲେ |ତାପରେ ସେମାନେ ତାକୁ ପଶୁ ଚିକିତ୍ସାଳୟକୁ ତାର କ୍ଷତର ଚିକିତ୍ସା କରିବା ପାଇଁ ନେଇଗଲେ | ତା ପରେ ତାକୁ ନେଇ ଜଙ୍ଗଲ ମଧ୍ୟରେ ଛଡି ଦେଇଥିଲେ |କୁଟୁରାଟିକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସଖପ୍ର )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *