04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

“ପ୍ରୟାସ” ପକ୍ଷରୁ ରକ୍ତଦାନ ଶିବିର, ୫୦ ୟୁନିଟ୍ ସଂଗ୍ରହ

ଯାଜପୁର, ତା.୦୬/୧୧(ସଖପ୍ର) ଚଣ୍ଡିଖୋଲର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଜି ବୁଧବାରଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଚଣ୍ଡିଖୋଲ ଛକ କୋର୍ଟ ନିକଟସ୍ଥ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା, ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ, ଉତ୍କଳ ରାଜ୍ୟ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ଚଣ୍ଡିଖୋଲ ପ୍ରେସ କ୍ଲବ ସଭାପତି ପ୍ରଦିପ୍ତ ପରିଡା, ସୁଙ୍ଗୁଡ଼ା ସରପଂଚ ଚାଚାଲିନ୍ ସ୍ୱାଇଁ, ଆଇନଜୀବୀ ଦେବରାଜ ବେହେରା, ଉଦୟନାଥ ସାହୁ, ପ୍ରକାଶ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରକ୍ତଦାନ ଭଳି ମହତ କାର୍ଯ୍ୟକୁ ଭୂୟଶୀ ପ୍ରଂଶସା କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ “ପ୍ରୟାସ” ଅନୁଷ୍ଠାନର ଏଭଳି ପ୍ରୟାସକୁ ଧନ୍ୟବାଦ ଦେଇଥିଲେ । ଏହାକୁ ପ୍ରୟାସର ସମ୍ପାଦକ ଭରତ ଭୂଷଣ ପଣ୍ଡା, ସଭାପତି ଆଶିଷ କୁମାର ମହାପାତ୍ର, ମାନସ କୁମାର ରାଉତ, ଭବତୋଷ ବିଶ୍ୱାଳ, ପ୍ରତାପ ଗୋଚ୍ଛାୟତ, ମକରଧ୍ୱଜ ଦାସ, ବିଶ୍ୱଜିତ ବରାଳ, ସନ୍ତୋଷ ବିଶ୍ୱାଳ, ସୁଶାନ୍ତ ନାୟକ, ସୁରେନ୍ଦ୍ର ସାମଲ, ଅମୀୟ ମହାରଣା, ବସନ୍ତ ପଲେଇ, ପ୍ରଦୀପ୍ତ ପ୍ରଧାନ, ପ୍ରମୋଦ ଜେନା, ହେମଶ ଜେନା, ବିଶ୍ୱଜିତ୍ ବରାଳ, ଅନୀତା ବେହେରା, ଦେବାଶିଷ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । କଟକ କେନ୍ଦ୍ର ରକ୍ତ ଭଣ୍ଡାରର ଡ଼ଃ ଦିପକ୍ କୁମାର ପୃଷ୍ଟି, ଲାବ୍ ଆସିଷ୍ଟାଂଟ୍ ରଂଜନ କୁମାର ଦାସ, ରକ୍ତ ଭଣ୍ଡାରର କୋ-ଅଡ଼ିନେଟର ଅବିନାଶ ଦାଶ, ହେମନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

ରକ୍ତଦାତା ଜୀବନ ଦାତା ମାନେ ହେଲେ-
ରଶ୍ମି ରଂଜନ ମହପାତ୍ର, ପ୍ରତାପ ଗେଚ୍ଛାୟତ, ସନ୍ତୋଷ ବିଶ୍ୱାଳ, ଅରୁଣ କୁମାର ଦାସ, ଅମୀୟ ମହାରଣା, ପ୍ରିୟାଂଶୁ ବରାଳ, ସୌମ ରଜଂନ ପାଲ, ସତ୍ୟ ରଂଜନ ସାହୁ, ରକେଶ କୁମାର ବେହେରା, ସତ୍ୟ ରଜଂନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ଲଲିତ କୁମାର ମଲିକ, ବିଷ୍ଣୁଚନ୍ଦ୍ର ବୋଇ, ରିତେଶ କୁମାର ସାହୁ, ଧରଣୀଧର ମହାପାତ୍ର, ରମାକାନ୍ତ ସାମଲ, ଉଦୟନାଥ ସାହୁ, ସୁଶାନ୍ତ କୁମାର ବିଶ୍ୱାଳ, ଞ୍ଜାନ ରଂଜନ ମହାପାତ୍ର, ରୁଦ୍ରନାରାୟଣ ସାହୁ, ପ୍ରଭାକର ସାହୁ, ମହେନ୍ଦ୍ର କୁମାର ପଟେଲ, ଦେବାଶିଷ ପଣ୍ଡା, ସତ୍ୟବତ୍ର ରାଉତ, ଜୌତି ରଂଜନ ବେହେରା, ଜିତେନ୍ଦ୍ର ବରାଳ, ତିଲୋଚନ ବେହେରା, ମମତା ମହାରଣା, ରାଜେନ୍ଦ୍ର କୁମାର ବରାଳ, ସରୋଜ ମହାନ୍ତି, ରାମ ସିଂହ, ଚୌଦୁରୀ ଭାରତ କୁମାର ମିଶ୍ର, ତପନ ରାଉତ, ପ୍ରମୋଦ ଜେନା, ହେମଶ ଜେନା, ଭାରତ ଭୂଷଣ ପଣ୍ଡା, ବସନ୍ତ ପଲେଇ, ମକରଧ୍ୱଜ ଦାସ, ରାଜେନ୍ଦ୍ର ସୁତାର, ସଂଗ୍ରାମ ମହାନ୍ତି, କାନ୍ତିପ୍ରସାଦ ପରିଡା, ପ୍ରସନ୍ନ କୁମାର ଗୋଚ୍ଛାୟତ, ଦିଲ୍ଲିପ କୁମାର ସାହୁ, ଅନିରୁଦ୍ଧ ସମାନ୍ତରାୟ, ଭବୋତୋଷ ବିଶ୍ୱାଳ, ସୁପ୍ରଭା ବିଶ୍ୱାଳ, ଜୌତି ରଂଜନ ଭଦ୍ର

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *