01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିଶାଗ୍ରସ୍ତ ପୁଅ ହାତରେ ମା ର ଜୀବନ ଗଲା

ମାଲକାନଗିରି (ସ. ଖ. ପ୍ର ): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ସୁନାନଗର ଗ୍ରାମରେ ଘଟିଛି ଅଘଟଣ। ନିଶାଗ୍ରସ୍ତ ଅବସ୍ଥାରେ ମା କୁ ମାରିଚି ପୁଅ ସୂଚନାରୁ ଜଣାପଡିଛି ପୁଅ ଡମୁରୁ ନାୟକ ଆନ୍ଦ୍ରପ୍ରଦେଶ ଯାଇ କାମକରି ଦୁଇ ଦିନ ପୂର୍ବରୁ ଗାଁ କୁ ଫେରିଥିଲେ।ସେ କିଛି ପଇସା ଆଣି ତାଙ୍କ ମା ଯମୁନା ନାୟକ ଙ୍କୁ ଦେଇଥିଲା ମାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ପଇସା ମାଗିଥିଲା ମା ମନା କରିବାରୁ ଉଭୟଙ୍କ ମଧ୍ୟରେ କିଛି ପାଟିତୁଣ୍ଡ ହୋଇଥିଲା। ନିଶା ଅବସ୍ଥାରେ ପୁଅ ମାକୁ ମାରିଥିବା ଜଣାପଡିଛି। ମା ପୁଅ ଦୁହେଁ ନିଶା ରେ ଥିବାବେଳେ।ଘଟଣା ସ୍ତଳରେ ଲାଗିଥିବା ଚୁଲି ର କାଠ ଖଣ୍ଡରେ ଶକ୍ତ ଆଘାତ ଦେଇଥିଲେ ପୁଅ ଯାହା ଫଳରେ ଘଟଣା ସ୍ଥଳରେ ମାର
ମୃତ୍ୟୁ ଘଟିଥିଲା। ସୂଚନା ପାଇ ଅର୍କେଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *