01/21/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନିରୀହ ଲୋକମାନଙ୍କୁ ଦଲାଲମାନେ ପ୍ରଲୋଭିତ କରି ଅନ୍ୟ ରାଜ୍ୟକୁ ନେଇ ଦାଦନ ଖଟାଉଛନ୍ତି

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲାର ଗାଁ ଗହଳିରୁ ନିରୀହ ଲୋକଙ୍କୁ ଦଲାଲମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ବିଭିନ୍ନ ପଡୋଶୀ ରାଜ୍ୟକୁ ଶ୍ରମିକଭାବେ ନେଇ ଅତ୍ୟାଚାର କରିବାର ନଜିର ରହିଛି |ଆଜି ମକର ଗଉଡ଼,ପର୍ଶୁରାମ ଭତ୍ରା, ସୁଖମନ ଭତ୍ରା ଏହି ତିନି ଜଣ ବ୍ୟକ୍ତି ଗୋବିନ୍ଦପାଲ୍ଲୀ ବସଷ୍ଟାଣ୍ଡରେ ଦେଖିବାକୁ ମିଳିଲା।ପଚାରି ବାରୁ ସେମାନଙ୍କୁ ମାଲକାନଗିରି ରେ କୁଲି କାମ କରିବା ପାଇଁ ଅଣାଯାଉଥିଲା ହେଲେ ହଟାତ ସେମାନଙ୍କୁ ଆନ୍ଧ୍ର ରେ କାମ କରିବା ପାଇଁ କୁହାଗଲା |ତେଣୁ କରି ସେମାନେ ଗାଡି ରୁ ଓଲ୍ହାଇ ପଳାଇଆସିଲେ | ନିଜର ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଛାଡି ପଳାଇଆସିଲେ। ଏବେ ସରକାରୀ ସହାୟତା ଲଡୁଛନ୍ତି ଏମାନେ।ଦେଖିବାକୁ ବାକିରହିଲା କେବେ ଏମାନେ ସରକାରୀ ସହାୟତା ପାଉଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *