05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବୀନ ପଟନାୟକଙ୍କ ୭୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ


ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ଜିଲ୍ଲା ସଦର ମହକୁମାର ଲାଠିଆଗୁଡା ଠାରେ ଥିବା ବିଜୁ ପଟ୍ଟନାୟକ ଦକ୍ଷତା ବିକାଶ କୌଶଳ ସଂସ୍ଥା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୫ ତମ ପୁଣ୍ୟ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି| ଏଥିରେ ମାଲକାନଗିରି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ମାଡକାମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ| ଅନ୍ୟମାନଙ୍କମଧ୍ଯରେ ପୌରପରିଷଦ ର ପୂର୍ବତନ ଅଧ୍ୟକ୍ଷା ରାଜୱନ୍ତ କୌର, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ବରିଷ୍ଠ ନେତା ଅକ୍ଷୟ କୁମାର ମହନ୍ତ,ଆଇନଜୀବୀ ଲମ୍ବୋଦର ତୁରୁକ,ଦୃଗା ପ୍ରସାଦ ପଣ୍ଡା ହୃଷୀକେଶ ପଣ୍ଡା,ମାନସ କୁମାର ସ୍ବାଇଁ କୋରକୋଣ୍ଡା ବ୍ଳକ ସଭାପତି ସତ୍ୟ ପାଣିଗ୍ରାହୀ,ମା ଘର ସଭାପତି ପ୍ରଶାନ୍ତି ଲତା ବିସୋଇ, ସମ୍ପାଦକ ଦୁଲାଲି ଥଣ୍ଡାର ,ନଗର ପୂର୍ବତନ ଉପସଭାପତି ସତ୍ୟ ସ୍ବାଇଁ ,ଦିପକ ବିସ୍ସାସ ତପନ କୁମାର ନାଥ ସପନ ନାଥ ଦିବାସ ମିସ୍ତ୍ରି ବରିଷ୍ଠ ନେତା ଅଖିଳ ମଣ୍ଡଳ,
ବରିଷ୍ଠ ଯୁବ ନେତା ତ୍ରିଲୋଚନ ଚୌଧୁରୀ,ଉମାଶଙ୍କର ସାହୁ, ବରିଷ୍ଠ ସାମ୍ବାଦିକ ସିମାନ୍ଚଳ ପାଣିଗ୍ରାହୀ, ଜିଲ୍ଲା ପୂର୍ବତନ ଛାତ୍ର ସଭାପତି ସୋମେଶ ବାଘ ଉପସ୍ଥିତ ଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *