04/24/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନବରଙ୍ଗପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତିଙ୍କୁ ନୂତନ ଦାୟିତ୍ବ

ମାଲକାନଗିରି (ସ.ଖ.ପ୍ର ):ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତି ଜ଼ିଲ୍ଲାରେ ମହିଳା ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ନିମନ୍ତେ ନୂତନ ଭାବେ ନବରଙ୍ଗପୁର ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତିକୁ କୋରାପୁଟ ଏବଂ ମାଲକାନଗିରିର ମହିଳା ଜ଼ିଲ୍ଲା ପ୍ରତିନିଧି ନିଯୁକ୍ତି କରିଛନ୍ତି |ତେଣୁ ଶ୍ରୀମତି ନିବେଦିତା ମହାନ୍ତିକୁ ମାଲକାନଗିରି ଜିଲ୍ଲା ବି ଜେ ଡ଼ି ଓ କୋରାପୁଟଜିଲ୍ଲା ବିଜେଡି ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଯାଇଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *