02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ନକ୍ସଲମାନେ ପାଳିବେ ଭୂମିଖାଲ ଦିବସ…

ମାଲକାନଗିରି (ସଖପ୍ର): ନିଜର ଅସ୍ତିତ୍ୱକୁ ଜାହିର କରିବା ପାଇଁ ମାଓବାଦୀମାନେ ପାଳିବେ ଭୂମିଖାଲ ଦିବସ |ସେମାନେ ଏହି ଦିବସ ଜୁନ -୨୫ ରୁ ଜୁଲାଇ -୧୦ପର୍ଯ୍ୟନ୍ତ ପାଳିବାକୁ ଆହ୍ୱାନ ଦେଇଛନ୍ତି |ଏହି ସମୟରେ ସେମାନେ ଗାଁ ଗାଁ ବୁଲି ଲୋକଙ୍କୁ ପୁଞ୍ଜିପତି ଓ ଜମିଦାରମାନେ ଯେଉଁ ଆଦିବାସୀମାନଙ୍କ ଜମିକୁ ମାଡ଼ିବସିଛନ୍ତି, ସେମାନଙ୍କଠୁ ତାଙ୍କ ଜମିକୁ ଛାଡ଼ିଆଣିବାକୁ ମତାଇବା ଆଦି କାମ କରନ୍ତି |ଧୀରେ ଧୀରେ ବି ଏସ ଏଫ ଓ ଜିଲ୍ଲାର ପୋଲିସ ବାହିନୀ କୁମ୍ବିଂ କଡ଼ାକଡ଼ି କରିବାରେ ଲାଗିଛନ୍ତି |ଆମ ପଡୋଶୀ ଛତିଶଗଡରେ ମଧ୍ୟ କୁମ୍ବିଂ ଜୋରଦାର ଚାଲିଛି |ଏହା ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ହେଉଥିବାରୁ କୌଣସି ଅଘଟଣକୁ ଏଡ଼ାଇ ନ ଦିଆ ଯାଇପାରେ |ତେଣୁ ପ୍ରଶାସନ ସତର୍କ ରହିବା ଉଚିତ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *