ଟିକିରି ପୋଲିସ ଜବତ କଲେ 2ଲକ୍ଷ 30ହଜାର ଟଙ୍କାର ନକଲି 2000ଟଙ୍କିଆ ନୋଟ

ରାୟଗଡ଼ ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ପୋଲିସ ଜ଼ିଲ୍ଲା ଅଧୀନସ୍ତ ଟିକିରି ପୋଲିସ ଥାନା ଅନ୍ତର୍ଗତ ଟିକିରି ଗ୍ରାମ ର ସୁନାମୁଦୀ ସାହି ରୁ ଟିକିରି ଥାନା ଅଧିକାରୀ ଶ୍ରୀମତୀ ସୁଜ୍ଞାନୀ କୁମାରୀ ସାହୁ ଙ୍କ ନେତୃତ୍ୱରେ ଏକ ଦଳ ଯୋଗେନ୍ଦ୍ର ଦେବ ଯୋହନ ନାଇକ ପିତା ଲାଇବନ ନାଇକ ଙ୍କ ଠାରୁ ନକଲି 2000ଟଙ୍କା ର ନକଲି ଟଙ୍କା ଜବତ କରିଛନ୍ତି ଅସମୀଙ୍କ ଠାରୁ ସର୍ବମୋଟ 215 ଗୋଟି 2000ଟଙ୍କା ଜବତ ହୋଇଛି ଏକ ସାମ୍ବାଦିକ ସମ୍ମିଳନୀ ରେ ରାୟଗଡା ପୋଲିସ ଆରକ୍ଷୀ ଅଧକ୍ଷ ଡାକ୍ତର ଶ୍ରବଣ ବିବେକ ଏମ କହିଛନ୍ତି ଗତ 08.11.2019ରାତ୍ରି 8.30ସମୟ ରେ ଟିକିରି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଟିକିରି ପୋଲିସ ଯୋଗେନ୍ଦ୍ର ଙ୍କୁ ଧରିବା ରେ ସକ୍ଷମ ହୋଇଛି ଟିକିରି ଥାନା କେଶ ନ 132/08.11.2019 ରେ ଭାରତୀୟ ପିଙ୍ଗଳ କୋଡ଼ ଧାରା 489B, 489C ରେ କେଶ ରାଜୁ କରିଛି ଓ ଆସାମୀ ଯୋଗେନ୍ଦ୍ର କୁ କୋୖର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଏହି ସମ୍ମିଳନୀ ରର ରାୟଗଡା ଏସ ଡି ପି ଓ ତପନ ନାରାୟଣ ରଥ ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଉପସ୍ଥିତ ରହିଥିଲେ।