ଜୟପୁର ସତସଙ୍ଗ ବିହାର ପରିସରରେ ବାର୍ଷିକ ମାତୃ ସମ୍ମିଳନୀ ଅନୁଷ୍ଠିତ…
ଜୟପୁର (ସଖପ୍ର): ସ୍ଥାନୀୟ ଡଙ୍ଗାଗୁଡା ସ୍ଥିତ ଜୟପୁର ସତସଙ୍ଗ ବିହାର ପରିସରରେ ବାର୍ଷିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ବିଭିନ୍ନ ବେଦ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ପରେ ପରେ ସତସଙ୍ଗ ଅଧିବେଶନ ଆରମ୍ଭ ହୋଇଥିଲା।ସୁନ୍ଦର ଭଜନ କୀର୍ତ୍ତନ ପରେ ମୁଖ୍ୟବକ୍ତା ନବରଙ୍ଗପୁର ରୁ ଆସିଥିବା ବିଷ୍ଣୁପ୍ରିୟା ରାଉତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ମାଙ୍କ ଜିବନାଦର୍ସ ଓ ଭାବାଦର୍ଷ ଉପରେ ଆଲୋକପାତ କରିଥିଲେ। ରାଧାରାଣୀ ଦୋରା ମାତୃ ସମ୍ମିଳନୀ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବୀଣାପାଣି ସାହୁ, କାଦମ୍ୱନି ଲେଙ୍କା, ବୈଜୟନ୍ତି ପାତ୍ର, ନିରୁପମା ସାହୁ, ସନ୍ଧ୍ୟା ରାଣୀ, ବିଶ୍ଵାଳ, ସାଗରିକା ବାରିକ, ମଞ୍ଜୁଶ୍ରୀ ବିଶ୍ଵାଳ, ସାଗରିକା ମହାରଣା ପ୍ରମୁଖ ମା ସହଯୋଗ କରିଥିଲେ। ଶେଷରେ ଆନନ୍ଦ ବଜାର ଅନୁଷ୍ଠିତ ହୋଇଥିଲା। ଆଖପାଖ ଅଞ୍ଚଳରୁ ପ୍ରାୟ ଚାରିଶହରୁ ଅଧିକ ମା ମାନେ ଏଇ ମାତୃ ସମ୍ମିଳନୀରେ ଯୋଗଦେଇଥିଲେ।
An interesting discussion is definitely worth comment. I do believe that you should publish more about this subject, it may not be a taboo matter but typically people dont discuss these subjects. To the next! Many thanks!!
Everything is very open with a clear clarification of the challenges. It was definitely informative. Your website is extremely helpful. Thanks for sharing!