01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଇପିଏଫ ପେନସନ ଭୋଗୀଙ୍କ ବିକ୍ଷୋଭ

ବାଲେଶ୍ଵର: ଇପିଏଫ ପେନସନ ଭୋଗୀଙ୍କ ବିକ୍ଷୋଭ ପ୍ରଦର୍ଶନ । ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଆଗରେ ଇପିଏଫ ପେନସନ ଭୋଗୀମାନେ 4 ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବାଲେଶ୍ବରର ଫକୀର ମୋହନ ଗୋଲେଇ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଇପିଏଫ ପେନସନ ଭୋଗୀମାନେ ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ମାସିକ ସର୍ବନିମ୍ନ 9000 ଟଙ୍କା ପେନସନ, ମାସିକ ବେତନ ଅନୁପାତରେ ପେନସନ, ମହଙ୍ଗା ଭତ୍ତା, ସରକାରୀ ଯୋଜନାରେ ସ୍ବାସ୍ଥ୍ୟସେବା ଭଳି ପ୍ରମୁଖ ଦାବି ରହିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *