ଚିତ୍ରକୋଣ୍ଡା ବିଧାୟକଙ୍କ ମଣ୍ଡି ପରିଦର୍ଶନ…
ମାଲକାନଗିରି :ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଖୋଲାଯାଇଛି |ଏହି କ୍ରମରେ ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁ ଗୁମାଠାରେ ଏକ ମଣ୍ଡି ବସିଛି |ଆଜି ସକାଳୁ ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା ମଣ୍ଡିକୁ ଯାଇ ଚାଷୀଙ୍କୁ ତାଙ୍କର ଅସୁବିଧା କଣ ପଚାରି ବୁଝିଥିଲେ |ଟୋକେନ ମାଧ୍ୟମରେ ଧାନ ଦେବାକୁ ବୁଝାଇଥିଲେ |ତାଙ୍କର ସମସ୍ୟା ଗୁଡିକୁ ପ୍ରଶାସନ ପାଖରେ ନିଶ୍ଚିତ ଉପସ୍ଥାପନା କରିବି ବୋଲି ପ୍ରତିଶୃତି ଦେଇଛନ୍ତି |ଦେଖିବାକୁ ବାକିରହିଲା କେବେ ଚାଷୀଙ୍କ ସମସ୍ୟା ଦୂର ହେବ |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ