ଚଇତି ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ଶ୍ରୀଲଙ୍କା ଓ ନେପାଳୀ ଲୋକନୃତ୍ୟ
ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ)ଚଇତି 2019 ର ଶୁଭାରମ୍ଭ ହୋଇଛି ରାୟଗଡାର ଅଧିଷ୍ଠାତ୍ରୀ ଦେବି ମା ମାଝିଘରିଆଣି ଙ୍କ ଠାରୁ ଆଜ୍ଞା ମାଳ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୄତିଙ୍କୁ ଏକ ରଂଗା ରଙ୍ଗ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଓ ଜ଼ିଲ୍ଲା ବାହାରୁ ଆସିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜ଼ିଲ୍ଲା ପାଳ ଏସ ପି ପି ଡ଼ି ଉପଜ଼ିଲ୍ଲାପାଳ ରାୟଗଡା ଓ ଗୁଣୁପୁର ଙ୍କ ରୋମାଂଚକର ନୃତ୍ୟ ମଧ୍ୟରେ ଆଜ୍ଞା ମାଳ ଆଣି ଚଇତି ପୂଜା ମଣ୍ଡପ ରେ ସ୍ଥାପନା କରାଯାଇଥିଲା।
ଏଥିରେ 5ହଜାର ରି ଉର୍ଦ୍ଧ ଲୋକଭାଗ ନେଇଥିଲେ ଓ ପରେ ପରେ କେପଟେନ ଦିବ୍ୟଶଙ୍କର ମିଶ୍ର ମାନ୍ୟବର ମନ୍ତ୍ରୀ ଗୃହ ଶିଳ୍ପ ଓ ଶକ୍ତି ବିଭାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଚଇତି 2019 ଓ ପଲ୍ଲିଶ୍ରୀ ମେଳା ର ଶୁଭ ଉଦଘାଟନ କରିଥିଲେ ଶ୍ରୀ ମିଶ୍ର ଉଦଘାଟନ ଉତ୍ସବ ରର ନିଜର ବକ୍ତବ୍ୟ ରେ କହିଛନ୍ତି ରାୟଗଡା ମାଟି ବୀର ଙ୍କ ମାଟି ଯାହା କି ବୀରତ୍ୱ ର ଗାଥା ଗାଇଥାଏ ଏହି ଆଦିବାସୀ ଏହି ମାଟିର ମଣିଷ ସମୁଦ୍ର ଗୁପ ଙ୍କ ଠାରୁ ଆରମ୍ଭ କରି ନିଜର ହକ ପାଇଁ ଲଡେହି କରି ଆସୁଛି ନିଜର କଳା ସଂସ୍କୃତି କୁ ବିଶ୍ୱ ଦରବାରରେ ନୂତନ ପରିଚୟ ସୃଷ୍ଟି କରିଛି।
ଯାହାକୁ ବିଶ୍ୱ ବାଶି ଅନୁକରଣ କରିବା ଆବଶ୍ୟକ ପଡିଛି ଦୀର୍ଘ 2ବର୍ଷ ର କଳା ସଂସ୍କୃତି କୁ ଏହି ଆଦିବାସୀ ବଞ୍ଚାଇ ରଖିଛନ୍ତି ଏହି ଆଦିବାସୀ ମାନେ କିନ୍ତୁ ବଦଳି ନାହାନ୍ତି ଆଦିବାସୀ ବଦଳିନି ସେମାନଙ୍କପରମ୍ପରା ସମଗ୍ର ବିଶ୍ୱ ବାସୀ ଙ୍କୁ ସନ୍ଦେଶ ଦେଉଥିବା ଏହି ଐତିହ କଳା ସଂସ୍କୃତି କୁ ବଞ୍ଚାଇବା ପାଇଁମାଧ୍ୟମ ପାଲିଟିଛି ଚଇତି ମୋହତ୍ସବ ଜ଼ିଲ୍ଲା ପାଳ ତଥା ସଂସ୍କୃତି ପରିଷଦ ଅଧକ୍ଷ ଶ୍ରୀ ପ୍ରମୋଦ କୂମତ ବେହେରା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉତ୍ସବ ରେ ସମ୍ମାନିତ ଅତିଥିରୂପେ ମନ୍ତ୍ରୀ ଜଗନ୍ନାଥ ସାରକା, କୋରାପୁଟ ସାଂସଦ ସପ୍ତ ଗିରି ଉଲାକା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଉଭୟ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଓ ଗୁଣୁପୁର ବିଧାୟକ ରଘୁନାଥ ଗୋମାଙ୍ଗ ଜ଼ିଲ୍ଲା ଏସପି ଡାକ୍ତର ଶ୍ରବଣ ବିବେକ ଏମ ସି ଆର ପି ଏଫ 4ବାଟାଲିୟନ କୋମାଣ୍ଡେଣ୍ଟ ରାଜପୁତ ସାର କେନ୍ଦ୍ରସରକାର ଙ୍କ ଦ୍ୱାରା ଜ଼ିଲ୍ଲା ନୋଡାଲ ଅଧିକାରୀ ସତ୍ୟବ୍ରତ ସାହୁ ଆଇ ଏ ଏସ ପି ଡ଼ି ଡ଼ି ଆର ଡ଼ି ଏ ଅମ୍ରିତ ଋତୁରାଜ ଗୁଣୁପୁର ଉପଜ଼ିଲ୍ଲାପାଳ ବି ସିଦ୍ଧେଶ୍ଵର ବଳିରାମ ରାୟଗଡା ଉପଜ଼ିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସଂସ୍କୃତି ପରିଷଦ ସଂଯୋଜକ ଦୁଷ୍ମନ୍ତ mohyo ରିତା ରାଣୀ ମିଶ୍ର ଯୋଗ ଦେଇଥିଲେ ।
ଡାକ୍ତର ଦୁଷ୍ମନ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ରାୟଗଡା ଏ ବି ଡ଼ି ଓ ନୃସିଙ୍ଗ ନାଥ ପଟ୍ଟନାୟକ ମଞ୍ଚପରିଚାଳନା କରିଥିଲେ ଅଭିନେତା ପୁପିନ୍ଦର ଉଦ୍ଘୋସିକା ବେବିରାଣୀ ନନ୍ଦ ଦମୟନ୍ତୀ ବହିହାର ମଞ୍ଚ ପରିଚାଳନା କରିଥିଲେ ପ୍ରଥମ ସନ୍ଧ୍ୟା ରେ ଶ୍ରୀଲଙ୍କା ଓ ନେପାଳୀ ଲୋକ ନୃତ୍ୟ ଲୋକଙ୍କୁ ମନମୁଗ୍ଧ କରିଥିଲା ସେହିପରି ଓଡିଶୀ ଲାଞ୍ଜିଆ ସୌରା ପାଇକ ଅଖଡା ଢେମସା ରେ ମାଜିଥିଲେ ଦର୍ଶକ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ 7 ପ୍ଲାଟୁନ ପୋଲିସ ଫୋର୍ସ ସହ, 4ଡ଼ି ଏସପି 11ଜଣ ଇନ୍ସପେକ୍ଟର ଙ୍କୁ ନିୟୋଜିତ କରାଯାଇଛି