02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାଲିମେଳା ଅଂଚଳରେ ଲୋକେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି…

ମାଲକାନଗିରି (ସ. ଖ. ପ୍ର) :ବର୍ତ୍ତମାନ ସାରା ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ |ପ୍ରଶାସନ ଲୋକଙ୍କୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତକୁ ସାନିଟାଈଜ କରିବା ଆଦି କଥାକୁ ବାରମ୍ବାର ବୁଝାଉଛି, କିନ୍ତୁ କେତେକ ଲୋକ ଏହାକୁ ବେଖାତିର କରୁଛନ୍ତି |ଏପରି ଘଟଣା ଦେଖବାକୁ ମିଳିଛି କାଲିମେଳା ଅଂଚଳରେ |ଲୋକଙ୍କ ଗହଳିକୁ ଦେଖି ପୋଟେରୁରେ ଯେଉଁ ହାଟ ହେଉଥିଲା ଏବେ ପଂଚାୟତ ପାଖରେ କରାଯାଇଥିଲା କିନ୍ତୁ ସେଠାରେ ଲୋକମାନେ ସରକାରୀ ନିୟମକୁ ଫୁ କରିଦେଲେ |ସେହିପରି ବ୍ୟାଙ୍କରେ ମଧ୍ୟ ଲୋକେ ସାମାଜିକ ଦୂରତା ରକ୍ଷା ନ କରି ଗହଳି କରିଥିଲେ |ପ୍ରଶାସନ ଏବେ ଦୃଢ଼ତାର ସହ ଲୋକଙ୍କୁ ଦମନ କରିବାକୁ ପଡିବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି |ନ ହେଲେ କାଲିମେଳା ଅଂଚଳର ଅବସ୍ଥା ସାଙ୍ଘାତିକ ହୋଇପାରେ ବୋଲି କହିଛନ୍ତି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *