03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କାନ୍ଥ କାଟି ଜେରକ୍ସ ଦୋକାନରୁ ଚୋରି

ପାଟଣା, ୧୧/୧୧ କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବଜାରରେ ରବିବାର ବିଳମ୍ବିତ ରାତିରେ ଜେରକ୍ସ ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି। ବ୍ଲକ ସମ୍ମୁଖରେ ଥିବା ଜେରକ୍ସ ଦେକାନ ଘରର କାନ୍ଥ କାଟି ଦୁର୍ବୃତ୍ତ ଖାତା, ରେଜିଷ୍ଟର ଓ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଜେରକ୍ସ ଦୋକାନଟି ଭାଲିଆଡ଼ିହା ଗ୍ରାମର ମାଝୀଙ୍କର। ଚୋରି ହୋଇଥିବା ଜାଣି ସୁଶୀଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *