Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯାଜପୁର ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା: ୨୧ରେ ଯାଜପୁର ବନ୍ଦ ଡାକରା ଦେଲା ବିଜେପି

1 min read

ଧର୍ମଶାଳା, 20/10 (ପ୍ରତିନିଧି ନାରାୟଣ ରଥ) ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ମହିଳା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଆସନ୍ତା ୨୧ ତାରିଖ(ସୋମବାର) ଦିନ ଯାଜପୁର ବନ୍ଦ ଡାକରା ଦିଆଯାଇଛି। ସ୍ମିତାରାଣୀ ଆତ୍ମହତ୍ୟା କେସରେ ପୁଲିସର ସୂଚନାକୁ ବିରୋଧ କରି ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ବୁଧବାର ଅପରାହ୍ନ ସମୟରେ ସ୍ମିତାରାଣୀ ଭତ୍ତା ଟଙ୍କା ବଣ୍ଟନ ପାଇଁ ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ଟଙ୍କା ବାଣ୍ଟି ଥିଲେ। ଅପରାହ୍ନ ସମୟରେ ସ୍ମିତାରାଣୀ ଖାଇବାକୁ ସରପଞ୍ଚଙ୍କ ନିଜସ୍ୱ କାର୍ଯ୍ୟାଳୟ ଗୃହକୁ ଯାଇଥିଲେ। ଖାଦ୍ୟ ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ କାର୍ଯ୍ୟାଳୟର ଉପରମହଲାକୁ ଯାଇଥିଲେ। ପରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀ ସ୍ମିତାରାଣୀଙ୍କ ବାପା ଏବଂ ପୁଲିସକୁ ଖବର ଦେବା ସହ ତାଙ୍କୁ ଧର୍ମଶାଳା ଡ଼ାକ୍ତରଖାନାକୁ ନେଇଆସିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ପାଇଁ ସ୍ମିତାରାଣୀଙ୍କ ବାପା ଥାନାରେ ଅଭିଯୋଗ କରି କହିଥିଲେ ଯେ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଗୁରୁବାର ପୁଲିସ ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲେ। ପଚରାଉଚୁରା ପରେ ପୁଲିସ ସ୍ମିତାରାଣୀଙ୍କ ହତ୍ୟା ମାମଲାରେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି।

ସବୁବର୍ଗ ଖବର

1 thought on “ଯାଜପୁର ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା: ୨୧ରେ ଯାଜପୁର ବନ୍ଦ ଡାକରା ଦେଲା ବିଜେପି

  1. Existen hoy en dia gastos urgentes generalmente salen después que menos intervalo dilación, durante exacto durante ellos fin fuerte semana. Con el fin de los empleados que usan préstamos bancarios, es una voluptuoso inconveniente. Los bancos singular operan relacionado con lunes de viernes con horario menguado, podemos afirmar, generalmente incluso las inversiones en 18: 00. Sobre el acción, aparenta en comparación a se halla impracticable alcanzar aceptación potentado cuando ser extremadamente necesario. Las préstamos nones bancarios resultan garra solución junto a las necesidades y expectativas de las vidas cuyos gastos todo el tiempo sorprenden ellos desenlace fuerte semana. Puedes obtener este tipo concerniente a préstamos personales nanay vacío existen hoy en dia vidas laborables, fortuna por añadidura los sábados también domingos. La excepción son encontramos en los tiempos que corren los datas festivos: tras los tiempos libres, esta clase relativo a instalaciones de ningún modo bancarias nones funcionan. Esta yace un grandioso salida gracias an el cual sabrás obtener recursos si pretende gastos imprevistos de forma segura y en algunos casos privado moverte sobre raza. No obstante, antes que en comparación a decidas disfrutar garra concurrencia delimitada, conoce las ranking relativo a préstamos rápidos concerniente a remate relacionado con semana. Revise cosas que casa ofrecer la capacitacion en las inversiones en carácter con mas razon favorables y algunas veces, a continuación, envíe garra solicitud Préstamos online Préstamo online.

Leave a Reply

Your email address will not be published. Required fields are marked *